Search
Close this search box.

30 ତମ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ,…!କଳାହାଣ୍ଡି

30 ତମ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ,…!କଳାହାଣ୍ଡି…..!ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନକଟିଗୁଡା ଗ୍ରାମପଞ୍ଚାୟତ ର ବଣ୍ଡକୁଟୁରା ଗ୍ରାମରେ ଆଜି ହିମାଂଶୁ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି,ଏହି ଟୁର୍ନାମେଣ୍ଟ ବଣ୍ଡାକୁଟୁରା BYCCଅର୍ଗାନାଇଜ କରିଚାଲିଛି,ଏହି ଟୁର୍ନାମେଣ୍ଟ ର ସଭାପତି ଶ୍ରୀ ପ୍ରଶାନ୍ତ ସୁନାନୀ ଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ ହୋଇଥିଲା, ଏଥିରେ 16ଟି ଦଳ ଭାଗନେ ଇଥିବାବେଳେ, ନାନ୍ଦୋଳ ଗ୍ରାମ ଓ ଅମାଠୋଲା ଗ୍ରାମ ଫାଇନାଲ ରେ ପହଂଚି ଥିଲେ, ଏବଂ ଅମାଠୋଲା ନାନ୍ଦୋଳ ଠାରୁ 5 ୱଇକେଟ ରେ ବିଜୟୀ ହୋଇଥିଲେ, ଏହିଟୁର୍ନାମେଣ୍ଟରେ ମୁଖ୍ୟଅତିଥି କଳାହାଣ୍ଡି ଜିଲ୍ଲାପରିଷଦ ଉପାଧ୍ୟାକ୍ଷା ଶ୍ରୀମତୀ ସୁଧୀରା ମେହେରା, ଜୁନାଗଡ଼ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ପ୍ରମୋଦ ବେହେରା,ମାଲକାନଗିରି ପି. ପି, ଶ୍ରୀ ମହିନ୍ଦ୍ର ନାଗ ,ପିଳିକିଆ ସରପଞ୍ଚ ପ୍ରତିନିଧି ଶ୍ରୀ ନିରଞ୍ଜନ ସୁନାନୀ, ନକଟିଗୁଡା ସରପଞ୍ଚ ଶ୍ରୀ ହାକିମ ଟୋଲଟିଆ, ନକଟିଗୁଡା ସମିତି ସଭ୍ୟା ଶ୍ରୀମତୀ ସଂଜୁ ସୁନାନୀ, ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ, B. Y. C.C ର ଶ୍ରୀ ସୁରେନ୍ଦ୍ର ସୁନାନୀ, ଶ୍ରୀ ହୃଦାନନ୍ଦ ନିଆଲ, ଶ୍ରୀ ବଳଭଦ୍ର ଠାକୁର, ଶ୍ରୀ ନରେଶ ପାନ ଓ ସମସ୍ତ ଅର୍ଗନାଇଜର ସହଯୋଗ କରିଥିଲେ, ଓ ସୁନ୍ଦର ଭାବରେ ଟୁର୍ନାମେଣ୍ଟ ପରି ସମାପ୍ତ ହୋଇଥିଲା, ଜୁନାଗଡ଼ ରୁ ବାଲେଶ୍ୱର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ,

Recent Post

Live Cricket Update

You May Like This

× How can I help you?