Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Search
Close this search box.

ଭର୍ଚୁଆଲ ମୋଡ୍ ବିଶ୍ଵ ଜଳ ଦିବସ

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

ଭର୍ଚୁଆଲ ମୋଡ୍ ବିଶ୍ଵ ଜଳ ଦିବସ 

(ଜେ ବି ଏନ /ସୁବ୍ରତ କୁମାର) ୨୨/୦୩/୨୦୨୧ ଢେଙ୍କାନାଳ : ଢେଙ୍କା ନାଳ ଜିଲ୍ଲା ଗନ୍ଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ବିଶ୍ଵ ଜଳ ଦିବସ ଭର୍ଚୁଆଲ ମୋଡ୍ ରେ ଆଜି ପାଳିତ ହୋଇଯାଇଅଛି।

ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଭର୍ଚୁଆଲ ମୋଡ୍ ରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବିଶ୍ଵ ଜଳ ଦିବସ ପାଳନ ଅବସରରେ ଶୁଭେଚ୍ଛା ଜଣାଇ, ଜଳ ହିଁ ଜୀବନ ବୋଲି କହିଥିଲେ, ଜଳ ବିନା ପ୍ରାଣୀ , ଉଦ୍ଭିଦ, ବଞ୍ଚି ପାରିବେ ନାହିଁ। ଏଣୁ ଜଳକୁ ଠିକ୍ ଭାବରେ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ। ଜଳ ବିନା ଚାଷ ଠିକ୍ ଭାବରେ ହୋଇ ପାରିବ ନାହିଁ। ଚାଷ ଯୋଗୁଁ ବର୍ଷା ଜଳ କୁ ଆଡ଼ିବନ୍ଧ ନିର୍ମାଣ କରି ରଖାଯାଇପାରିବ। ଜଳ ର ସୁବ୍ଯବହାର ସମସ୍ତେ କରିବା ପାଇଁ ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ।

Recent Post

Live Cricket Update

You May Like This

× How can I help you?