(10 ହଜାର ଟଙ୍କା ରେ 15 ଦିନ ର ଶିଶୁ ପୁତ୍ର କୁ ବିକିଲେ ନିର୍ଦୟି ବାପା ଆଉ ମା



)
ଜଗତସିଂହପୁର
ତା =6/2/23
ଜଗତସିଂହପୁର ଜିଲ୍ଲା ସଦର ଅଞ୍ଚଳ ରେ ଘଟିଛି ଅଭବନୀୟ ଘଟଣା 15 ଦିନର ଶିଶୁ ପୁତ୍ର କୁ 10 ହଜାର ଟଙ୍କା ରେ ବିକିଲେ ବାପା ଆଉ ମା l ଘଟଣା ଟି ଘଟିଛି ଜଗତସିଂହପୁର ସଦର ମୁଣ୍ଡାସାହି ଅଞ୍ଚଳ ରେ l 15 ଦିନ ର ଶିଶୁ ପୁତ୍ର କୁ ବିକିଥିବା ନେଇ ଅଭିଯୋଗ ପରେ ଘଟଣା ସ୍ଥଳରେ ପହଂଚି ଥିଲା ଜିଲ୍ଲା ଚାଇଲ୍ଦି ଲାଇନି l ଏହି ଘଟଣା ସମ୍ବନ୍ଧରେ ଜାଣିବା ପରେ ଜଗତସିଂହପୁର ସଦର ପୋଲିସ ନିକଟରେ ଅଭିଯୋଗ କରିଥିଲା ଚାଇଲ୍ଦି ଲାଇନି l ତେବେ ଘଟଣା ଜଗତସିଂହପୁର ପୋଲିସ ର ହସ୍ତଗତ ହେବା ପରେ ଚାଇଲ୍ଦି ଲାଇନି ଓ ପୋଲିସ ର ମିଳିତ ଉଦ୍ୟମ ସଦର ଅଞ୍ଚଳ ର ଜଣେ ବ୍ୟକ୍ତି ଶିଶୁ ପୁତ୍ର କୁ କିଣି ଥିବା ସୂଚନା ପାଇଁ ଚଢ଼ାଉ କରା ଯାଇ ଶିଶୁପୁତ୍ର ଟିକୁ ଉଦ୍ଧାର କରାଯିବା ସହିତ କିଣି ଥିବା ବ୍ୟକ୍ତି ସମେତ ବିକ୍ରି କରିଥିବା ବ୍ୟକ୍ତି ଉଭୟ ଙ୍କୁ ଗିରଫ କରାଯାଇ ଥିବାର ସୂଚନା ରହିଛି l ଏଠି ମୁଖ୍ୟ କଥା ଉଠୁଛି କଣ ପାଇଁ ନିଷ୍ପାପ ଶିଶୁ ପୁତ୍ର ଟିକୁ ବିକ୍ରି କଲେ ବାପା ଆଉ ମା ତାହା ପୋଲିସ ର ତଦନ୍ତ ପରେ ସ୍ପଷ୍ଟ ହେବ l
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-24.jpg)
