ନିର୍ଭୟା ସ୍କିମ୍ ପାଇଁ 11 ଗୋଟି ପିଙ୍କ ସ୍କୁଟି ଗାଡ଼ି ଲୋକାର୍ପଣ 

ନିର୍ଭୟା ସ୍କିମ୍ ପାଇଁ 11 ଗୋଟି ପିଙ୍କ ସ୍କୁଟି ଗାଡ଼ି ଲୋକାର୍ପଣ 

ଜେ ବି ଏନ, ୧୨/୦୧ /୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ନାରୀ ମାନଙ୍କୁ ସୁରକ୍ଷା ଦେବା ନିର୍ଭୟା ସ୍କିମ୍ ପାଇଁ ଆଜି ବରହମପୁର ଏସପି ପିନାକୀ ମିଶ୍ର ୧୧ ଗୋଟି ପିଙ୍କ ସ୍କୁଟି ଗାଡ଼ି କୁ ସ୍କୁଟି ସୋ ରୁମ ଠାରୁ ଗ୍ରହଣ କରିଥିଲେେ । ଏହି ପିଙ୍କ ସ୍କୁଟି ସେବା ଦ୍ୱାରା ନାରୀମାନଙ୍କୁ ଅଧିକା ସୁରକ୍ଷା ଦିଆଯାଇପାରିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l

Recent Post

Live Cricket Update