ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଓ ଯୁବ ଦିବସ ଉପଲକ୍ଷେ ଛାତ୍ର କଂଗ୍ରେସ କଲା ଜୋତା ପଲିସ

ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଓ ଯୁବ ଦିବସ ଉପଲକ୍ଷେ ଛାତ୍ର କଂଗ୍ରେସ କଲା ଜୋତା ପଲିସ

 

ଜେ ବି ଏନ, ୧୨/୦୧ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଅନୁଗୋଳ : ଆଜି ଅନୁଗୋଳ ଛାତ୍ର କଂଗ୍ରେସ ନେତା ବାପୁଜୀ ପ୍ରଧାନ ଙ୍କ ନେତୃତ୍ୱ ରେ ଆଜି ଜିଲ୍ଲା ର ଗାନ୍ଧୀ ମୁର୍ତୀ ତଳେ ବସି ଜୋତା ପଲିସ କରିଥିଲେ l ଏଥିରେ ରାଜ୍ୟ ରେ ଦିନ କୁ ଦିନ ବଢୁଥିବା ବେକାରି ସମସ୍ୟା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ଚାଲୁଥିବା ନେଇ ପ୍ରତିବାଦ କରିଥିଲେ ଓ ଆଗାମୀ ଦିନ ରେ ନବୀନ ନିବାସ ଘେରାଉ କରିବା ସହିତ ରାଜରାସ୍ତା ରେ ଲଢେଇ କରିବେ ବୋଲି ଧମକ ଦେଇଥିଲେ ଛାତ୍ର ନେତା ବାପୁଜୀ l ଏଥିରେ ଜିଲ୍ଲା ରାଜୀବ ଗାନ୍ଧୀ ଛାତ୍ର ସଂଗଠନ ସଭାପତି ଫାରୁକ ଅହମ୍ମଦ,ଛାତ୍ର ନେତା କ୍ୟୈଳାଶ ପ୍ରଧାନ,ଯୁବନେତା ଶିବାନୀ ଶଙ୍କର ଗ୍ୟୈଡ,ଆଲୋକ ଦାଶ,ତୁଷାର କାନ୍ତ ପ୍ରଧାନ,ଆଲୋକ ଚାନ୍ଦ ସାହୁ,ବିଭୁତି ପ୍ରଧାନ,ତନ୍ମୟ ରଞ୍ଜନ ସାହୁ ଆଦି କର୍ମୀ ଉପସ୍ଥିତ ଥିଲେ l

Recent Post

Live Cricket Update