ପେଟ୍ରୋଲ ଢାଳି ଯୁବକକୁ ନିଆଁ ଲଗାଇ ଦେଲେ ଦୁର୍ବୁତ୍ତ 

ପେଟ୍ରୋଲ ଢାଳି ଯୁବକକୁ ନିଆଁ ଲଗାଇ ଦେଲେ ଦୁର୍ବୁତ୍ତ 

 

ଜେ ବି ଏନ, ୧୨/୦୧ /୨୦୨୧, (ରିପୋର୍ଟ, ଅନୁଗୋଳ ସାହୁ), ଅନୁଗୋଳ : ଜିଲ୍ଲାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପେଟ୍ରୋଲ ଢାଳି ଯୁବକକୁ ନିଆଁ ଲଗାଇ ଦେଲେ ଦୁର୍ବୁତ୍ତ ।ମିଳିଥିବା ସୂଚନା ଘଟଣା ସ୍ଥଳରୁ ଦୁର୍ବୁତ୍ତ ମାନେ ଫେରାର ଥିବା ସୂଚନା ମିଳିଛି । ଅନୁଗୋଳ ଜିଲ୍ଲା କଦଲିମୁଣ୍ଡା ଗ୍ରାମରେ ଘଟିଛି ଏହି ଭଳି ଅଭାବନୀୟ ଘଟଣା ଘଟଣା ସ୍ଥଳରେ ଯୁବକ ମୃତ । ମୃତ ଯୁବକ ରାଜକିଶୋର ପ୍ରଧାନ । ଘଟଣା ସ୍ଥଳରେ ହଣ୍ଡପା ପୋଲିସ ପହଁଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Recent Post

Live Cricket Update