ଜଗତସିଂହପୁର ଜ଼ିଲ୍ଲା ରେ ସମସ୍ତ ଦେବା ଦେବୀ ମନ୍ଦିର ଖୋଲିବାକୁ ଜ଼ିଲ୍ଲା ପ୍ରଶାସନ ନିଷ୍ପତ୍ତି

ଜଗତସିଂହପୁର ଜ଼ିଲ୍ଲା ରେ ସମସ୍ତ ଦେବା ଦେବୀ ମନ୍ଦିର ଖୋଲିବାକୁ ଜ଼ିଲ୍ଲା ପ୍ରଶାସନ ନିଷ୍ପତ୍ତି

ଜେ ବି ଏନ, ୧୨/୦୧ /୨୦୨୧, (ରିପୋର୍ଟ, ବ୍ୟୁରୋ JRP), ଜଗତସିଂହପୁର : ଜଗତସିଂହପୁର ଜ଼ିଲ୍ଲା ରେ ସମସ୍ତ ଦେବା ଦେବୀ ମନ୍ଦିର ଖୋଲିବା ନିମନ୍ତେ ଜ଼ିଲ୍ଲାପାଳ ଙ୍କ ପ୍ରକୋଷ୍ଟ ରେ ଜ଼ିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି ! ଏହି ବୈଠକ ରେ ADM. ସଚ୍ଚିଦାନନ୍ଦ ସାହୁ ! ଚିନ୍ମୟୀ ବିଶ୍ୱାଳ ! ସାରଳା ଓ ଗୋରେଖନାଥ ମନ୍ଦିର ନିର୍ବାହୀ ଅଧିକାରୀ ମର୍ଯ୍ୟ ରଞ୍ଜନ ପରିଡା ! ଜରୁରୀ ଅଧିକାରୀ ଶାଶ୍ୱତ ଦାସ ! ତ୍ରିତୋଲ ତହସିଲଦାର ସୁଜାତା ପାତ୍ର, ସମସ୍ତ ମନ୍ଦିର ସେବାୟତମାନେଯୋଗଦେଇଥିଲେ ! ଜ଼ିଲ୍ଲା ର ସମସ୍ତ ମନ୍ଦିର ଗୁଡିକ ସକାଳ ଆଠଟାରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ଭକ୍ତ ମାନଙ୍କ ନିମନ୍ତେ ଖୋଲା ରହିବ ! ସମସ୍ତ ଭକ୍ତ ମାକ୍ସ, ସାନିଟାଇଜର , ସାମାଜିକ ଦୂରତା ଅବଲମ୍ୱନ କରିବାକୁ ବୈଠକ ରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା !

Recent Post

Live Cricket Update