ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ତିନି ଗିରଫ ଓ କୋର୍ଟ ଚାଲାଣ

ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ତିନି ଗିରଫ ଓ କୋର୍ଟ ଚାଲାଣ

 

 

ଜେ ବି ଏନ, ୧୦/୦୩ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଆଜି ସଂରକ୍ଷିତ ଜଙ୍ଗଲରେ ବେଆଇନ୍ ଭାବେ ନିଆଁ ଲଗାଇବା ଅଭିଯୋଗରେ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି l ସୂଚନା ମୁତାବକ ଏହି ତିନି ଜଣ କାମାକ୍ଷାନଗର ପୂର୍ବ ରେଞ୍ଜ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ଦେଇଥିଲେ l ସେମାନେ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ରେକୁଟୀ ଗ୍ରାମର ବାଇଧର ବେହେରା ଙ୍କ ପୁଅ ସହଦେବ ବେହେରା ଓ ଅନିରୁଦ୍ଧ ବେହେରା l ସେହିପରି ଅନ୍ୟ ଅଭିଯୁକ୍ତ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବିଚିତ୍ରା ସିଂହ ଙ୍କ ପୁଅ ହୃଦାନନ୍ଦ ସିଂହ ବୋଲି ଜଣାପଡିଛି l

Recent Post

Live Cricket Update