ଜଙ୍ଗଲରେ ନିଆଁ ଲିଭାଇବାରେ ଉଦାହରଣ ସ୍ରୁଷ୍ଟି କଲେ ଲେଡି ଫରେଷ୍ଟଗାର୍ଡ ଲୋପାମୁଦ୍ରା

ଜଙ୍ଗଲରେ ନିଆଁ ଲିଭାଇବାରେ ଉଦାହରଣ ସ୍ରୁଷ୍ଟି କଲେ ଲେଡି ଫରେଷ୍ଟଗାର୍ଡ ଲୋପାମୁଦ୍ରା

 

ଜେ ବି ଏନ, ୧୦ /୦୩ /୨୦୨୧, ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ଆଠମଲ୍ଲିକ ବନଖଣ୍ଡରେ ନିଆଁ ଲାଗି ଯିବା ବେଳେ ଆଠମଲ୍ଲିକ ବନଖଣ୍ଡର ଲେଡି ଫରେଷ୍ଟଗାର୍ଡ ଲୋପାମୁଦ୍ରା ଉଦାହରଣ ପାଲଟିଛନ୍ତି l ନିଆଁ ଲିଭାଇ ବାରେ ସେ ଅନ୍ୟ ମାନଙ୍କ ପାଇଁ ଉଦାହାରଣ ସୃଷ୍ଟି କରିଛନ୍ତି l ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ସାହସିକତାକୁ ପ୍ରସଂଶା କରଯାଇଛି l ଆଠମଲ୍ଲିକ ନବଘନପଡା ଜଙ୍ଗଲରେ ଲୋପାମୁଦ୍ରା ନିଆଁ ଲିଭାଇଥିବା ବେଳର ଏକ ଫଟୋ କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସେୟାର କରାଯାଇଥିବା ଦେଖିବାକୁ ମିଳିଛି l

Recent Post

Live Cricket Update