ବ୍ରହ୍ମପୁରରେ ଅପରାଧ ସଂଖ୍ୟା ବୃଦ୍ଧି 

ବ୍ରହ୍ମପୁରରେ ଅପରାଧ ସଂଖ୍ୟା ବୃଦ୍ଧି 

 

 

ଜେ ବି ଏନ, ୧୧/୦୩ /୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ବରହମପୁର ରେ ଦିନକୁଦିନ ଅପରାଧ ବୃଦ୍ଧି ପାଉଥିବା ବେଳେ ଗତ କାଲି ରାତ୍ର ସମୟରେ ବୈଦନାଥପୁର ଥାନା ଠାରୁ ମାତ୍ର 300 mt ଦୁରରେ ଥିବା କୋର୍ଟ ପେଟା ଛକଠାରେ ପୂର୍ବରୁ ଅପରାଧ ଜଗତ ରେ ନାମ ଥିବା କ୍ଷୀର. ମଣ୍ଟୁ, ଓ କେଶବ ସାହୁ, ଅଖିଲ ପାଢି ଉଭୟ ଉଭୟ

ଙ୍କୁ ଆକ୍ରମଣ କରି ଆହତ ହୋଇଛନ୍ତି, ଘଟଣା ସ୍ତଳ ରେ ପୁଲିସ ପହଂଚି, ଆହତ ଙ୍କୁ ଚିକିତ୍ସା ନିମିନ୍ତେ ଚିକିତ୍ସାଳୟ ସ୍ଥାନାନ୍ତରିତ କରିଛି,ଏଇ ଘଟଣା ରୁ ସ୍ପସ୍ଟ୍ ବାରି ହୁଏ ଯେ ଥାନା ଠାରୁ ମାତ୍ର 300 mt ଦୁରରେ ଏହି ଏହିପରି ଅପରାଧିକ ଘଟଣା ଘଟେ ତାହାହେଲେ ବରହମପୁର କେତେ ସୁରକ୍ଷିତ।

Recent Post

Live Cricket Update