



ଜାଗର ଯାତ୍ରା ପାଇଁ ଭକ୍ତ ଚଳଚଞ୍ଚଳ
ଜେ ବି ଏନ, ୧୧/୦୩ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ପବିତ୍ର ଜାଗର ଯାତ୍ରା (ମହାଶିବରାତ୍ରି) ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା ରେ ଭକ୍ତ ଙ୍କ ଚଳଚଞ୍ଚଳ। ଢେଙ୍କାନାଳ ସହର ପ୍ରତ୍ୟକ ମନ୍ଦିର ରେ କୋଭିଡ କଟକଣା ଲାଗୁ କରାଯାଇଥିବାରୁ ଭକ୍ତ ଙ୍କ ମନ୍ଦିର ବାହାରେ ଦର୍ଶନ କରି ଧୂପ ଦୀପ ଲଗାଇ ନିଜର ମାନସିକ ପୂରଣ ପୂଜାର୍ଚ୍ଚନା କରୁଥିବା ର ଦେଖିବାକୁ ମିଳିଛି।