ଗ୍ରୀଷ୍ମ ଋତୁରେ ପାନୀୟ ଜଳ ଯୋଗାଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ

ଗ୍ରୀଷ୍ମ ଋତୁରେ ପାନୀୟ ଜଳ ଯୋଗାଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ

 

ଜେ ବି ଏନ, ୧୧/୦୩ /୨୦୨୧, (ରିପୋର୍ଟ, ସୁଦାମ ଚରଣ ସାହୁ, ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ), ବୌଦ୍ଧ : ସମ୍ମିଳନୀ କକ୍ଷରେ ମାନ୍ୟବର ବିଧାୟକ ବୌଦ୍ଧ, ଜିଲ୍ଲାପାଳ ବୌଦ୍ଧ, ପିଡି ଡିଆରଡିଏ ବୌଦ୍ଧ, ନିର୍ବାହୀ ଯନ୍ତ୍ରୀ ଜଳ ଓ ପରିମଳ ବିଭାଗ, ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ଉପସ୍ଥିତିରେ କିପରି ସ୍ଥାନୀୟ ଲୋକଙ୍କ ପାଇଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ l ଏଥିରେ ପାଇପ୍ ଯୋଗେ ଜଳ ଯୋଗାଣ ପାଇଁ ବକେୟା ଇଲେକ୍ଟ୍ରି ବିଲ ପୈଠ ନଳକୂପ ମରାମତି ପାଇଁ ଭ୍ରାମ୍ୟମାଣ ଗାଡି ବ୍ୟବସ୍ଥା ଆଦି ରହିଛି l ଏଥିପାଇଁ ଜିଲ୍ଲାପାଳ ବିଡିଓ ମାନଙ୍କୁ ଦାୟିତ୍ଵ ଦେଇଛନ୍ତି l ସେହିପରି ଗ୍ରାମର ସରପଞ୍ଚ ଙ୍କୁ ମଧ୍ଯ ନିର୍ଦ୍ଦେଶ ରହିଛି l

Recent Post

Live Cricket Update