ରେଢ଼ୁଆ ମେଡିକାଲ ପଛପଟୁ ଶିଶୁ ପୁତ୍ର ଉଦ୍ଧାର  

ରେଢ଼ୁଆ ମେଡିକାଲ ପଛପଟୁ ଶିଶୁ ପୁତ୍ର ଉଦ୍ଧାର  

 

ଜେ ବି ଏନ, ୧୩/୦୩ /୨୦୨୧, (ରିପୋର୍ଟ, ଜ୍ୟୋତି ରଞ୍ଜନ ପରିଡା), ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଆ ମେଡ଼ିକାଲ ପଛପଟେ ନିଁସ୍ତୁର ମା ଏକ ଦିନର ଶିସୁ ପୁତ୍ର କୁ ମେଡିକାଲ ପଛପଟେ ଫୋପାଡ଼ି ଦେଇ ଫେରାର ହୋଇଯାଇଛି ! ମେଡ଼ିକାଲ ର ହାଉସ କିପିଙ୍ଗ ମହିଳା ନିରୁପମା ଜେନା ଏହି ଶିଶୁ ପୁତ୍ର କୁ ଉଦ୍ଧାରକରି ଡକ୍ଟର ସୁକୁମାର ଦାସ ଙ୍କ ଜିମା ଦେଇଛନ୍ତି । ଡାକ୍ତର ଉକ୍ତ ଶିଶୁ ପୁତ୍ର କୁ ଚିକିତ୍ସା କରିବା ସହିତ ଜଗତସିଂହପୁର A.D.MO. ଅଜୟ ସ୍ବାଇ ଙ୍କୁ ଜଣାଇଥିଲେ ! ADMO କିଛି କ୍ଷଣ ବାଦ ଚାଇଲଡ ହେଲ୍ପ ଲାଇନ ! ରଘୁନାଥପୁର ପୋଲିସ ! ସ୍ତାନୀୟ ସରପଞ୍ଚ ଙ୍କୁ ଖବର ଦେବା ସହିତ ।ନିଜ ପ୍ରାଣପଣେ ପିଲାଟିକୁ ବଞ୍ଚାଇବାକୁ ଚେଷ୍ଟା କରି ବିଡ଼ିଓ ଙ୍କ ଉପସ୍ତିତି ରେ ଚାଇଲ୍ଡ ଲାଇନ କୁ ହସ୍ତାନ୍ତର କରିଥିଲେ ।

ଚାଇଲ୍ଡ ଲାଇନ ର କର୍ମକର୍ତ୍ତାମାନେ ତୁରନ୍ତ ଜିଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ଶିଶୁ ପିଲାଟିକୁ ନେଇ ଉନ୍ନତ ଧରଣର ଚିକିଛା କରିଛନ୍ତି। ଡାକ୍ତର ସୁକୁମାରି ଦାସ ଓ ହାଉସ କିପିଙ୍ଗ ମହିଳା ନିରୁପମା ଜେନା ଙ୍କ ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ତାରିଫ କରିଛନ୍ତି !

 

Recent Post

Live Cricket Update