ଧାନ କିଣାକୁ ନେଇ ଚାଷିଙ୍କ ରାସ୍ତା ଅବରୋଧ 

ଧାନ କିଣାକୁ ନେଇ ଚାଷିଙ୍କ ରାସ୍ତା ଅବରୋଧ 

 

ଜେ ବି ଏନ, ୧୩/୦୩ /୨୦୨୧, (ରିପୋର୍ଟ, ସୁଦାମ ଚରଣ ସାହୁ, ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ), ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଅନ୍ତର୍ଗତ ଖଟଖଟିଆ ରେ ୫୭ନ ଜାତୀୟ ରାଜପଥରେ ଅନେକ ଚାଷି ଧାନ କିଣା ବାବଦକୁ ନେଇ ସକାଳ ୧୦ଟା ରୁ ରାସ୍ତା ଅବରୋଧ କରିଛନ୍ତି l ତାଙ୍କର ଉଦ୍ଦେଶ୍ୟ ପୁରଣ ନ ହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ରୁ ହଟିନାହାନ୍ତି । ଏଥିରେ ଆଖପାଖର ସମସ୍ତ ଚାଷିମାନେ ଏକତ୍ରିତ ହୋଇ ରାସ୍ତାରେ ଧାନ ବସ୍ତା ଗୁଡ଼ିକ ରଖି ଦାବୀ ଗୁଡିକ ସରକାର ପୁରଣ କରିବା ପାଇଁ ଜଣାଇ ଅଛନ୍ତି l ଏଥିରେ ମନ ମୁଣ୍ଡା ପୋଲିସ ପହଞ୍ଚି ସୁରକ୍ଷା ଦାଇତ୍ୱରେ ଥିବା ଜଣାପଡିଛି l

 

Recent Post

Live Cricket Update