ମାକ୍ସ ଓ ହେଲମେଟ ଚେକିଂ ପାଇଁ ଯୋରଧରିଲା ଢେଙ୍କାନାଳ ସହର

ମାକ୍ସ ଓ ହେଲମେଟ ଚେକିଂ ପାଇଁ ଯୋରଧରିଲା ଢେଙ୍କାନାଳ ସହର

ଜେ ବି ଏନ(ସୁଶାନ୍ତ କୁମାର /ଶୁଭମ ପାଣି) ୧୩/୦୩ /୨୦୨୧ ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ରେ ପୋଲିସ ପକ୍ଷରୁ ଯୋରଧରିଲା ଚେକିଂ ପ୍ରକ୍ରିୟା। ସହର ରେ କରୋନା ମହାମାରୀ ଦ୍ବିତୀୟ ବାର କୌଣସି ମତେ ବୃଦ୍ଧି ନ ପାଇବା ପାଇଁ ମାକ୍ସ ପିନ୍ଧିବା ବାଇକ ଚାଳକ ହେଲମେଟ ପିନ୍ଧିବା ଓ ଯାତ୍ରୀବାହୀ ଯାନବାହାନ ସିଟ ବେଲ୍ଟ ବାନ୍ଧିବା ପ୍ରତି ସଚେତନତା କରିବା ସହ ଚାଳକଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିଲା।

Recent Post

Live Cricket Update