Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Search
Close this search box.

କଟକ ଶିଶୁଭବନ ରେ ନିଆଁ

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

 କଟକ ଶିଶୁଭବନ ରେ ନିଆଁ

ଜେ ବି ଏନ, ୧୩/୦୩ /୨୦୨୧, (ରିପୋର୍ଟ୍ ଦିଲ୍ଲୀପ କୁମାର ବେହେରା), କଟକ: କଟକ ଶିଶୁଭବନ ଆଇସିୟୁରେ ଘଟିଛି ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଘଟିବା ପରେ ତୁରନ୍ତ ଘଟଣାସ୍ଥଳରେ ପହଁଚିଥିଲା ଅଗ୍ନିଶମ ବାହିନୀ । ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ କରିଥିଲା ଅଗ୍ନିଶମ ଟିମ ।

କିଛି ଦିନ ତଳେ କଟକର ଏକ ଘରୋଇ ମେଡିକାଲରେ ଲାଗିଥିଲା ଭୟଙ୍କର ଅଗ୍ନିକାଣ୍ଡ । ଉକ୍ତ ଘଟଣାରେ କେହି ମୃତାହତ ହୋଇନଥିଲେ ମଧ୍ୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁସ ହୋଇଯାଇଥିଲା । ସେପଟେ ଯେଉଁ ୱାର୍ଡରେ ନିଆଁ ଲାଗିଥିଲା, ସେହି ପ୍ରକୋଷ୍ଠରେ କୌଣସି ରୋଗୀ ନଥିଲେ ।

ଏହି ଘଟଣା ରୋଗୀଙ୍କ ମନରୁ ଭୟ ଦୂର କରିନଥିବାବେଳେ ଆଜି ପୁଣି ଶିଶୁଭବନ ଆଇସିୟୁରେ ଘଟିଛି ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ମଧ୍ୟ କୌଣସି କ୍ଷତି ଘଟିନାହିଁ । ଏକପ୍ରକାର କହିବାକୁ ଗଲେ, ବଡ ଧରଣର ବିପଦ ବର୍ତିଯାଇଛି । ଅଗ୍ନିଶମ ବିଭାଗ ନିଆଁ କୁ ଆୟତ୍ତ କରିଛି ।

Recent Post

Live Cricket Update

You May Like This

× How can I help you?