ନୂଆଗାଁ ଥାନା ଅଞ୍ଚଳରେ ପୁଣି ଫୁଟିଲା ଅପରାଧିଙ୍କ ଗୁଳି 

ନୂଆଗାଁ ଥାନା ଅଞ୍ଚଳରେ ପୁଣି ଫୁଟିଲା ଅପରାଧିଙ୍କ ଗୁଳି 

 

ଜେ ବି ଏନ, ୧୫/୦୩/୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ବରହମପୁର ରେ ଦିନକୁଦିନ ଅପରାଧ ବୃଦ୍ଧି ପାଇଥିବା ବେଳେ ଆଜି ସନ୍ଧ୍ଯାରେ ଗୋସାଣି ନୂଆ ଗାଁ ଥାନା ଅଧୀନରେ ଥିବା ଖଜୁରିଆ ଗ୍ରାମରେ ଗୁଳିକାଣ୍ଡ ହୋଈଥିବା ଅଭିଯୋଗ ହୋଇଛି l ଆଜି ସନ୍ଧ୍ଯାରେ ଖଜୁରିଆ ଗ୍ରାମର ହୀନ ପ୍ରଧାନ, ବୁଡୁ ରେଡ୍ଡୀଙ୍କ ଗୁଳି ମାଡ ରେ ଆହତ ହୋଇଛନ୍ତି l ଘଟଣା ସ୍ତ୍ଥଳରେ ଗୋସାଣୀ ନୂଆ ଥାନା ଅଧିକାରୀ ସୁମିତ୍ ସୋରେନ ଓ ବରହମପୁର ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ଆହତ ଙ୍କୁ ଚିକିିସ୍ଥା ନିମିନ୍ତେ ବରହମପୁର ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି ।

Recent Post

Live Cricket Update