Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Search
Close this search box.

ଦୁର୍ଘଟଣା ଗସ୍ତ ଶ୍ରମିକକୁ କାରଖାନା କତୃପକ୍ଷ ଅଣଦେଖା

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

ଦୁର୍ଘଟଣା ଗସ୍ତ ଶ୍ରମିକକୁ କାରଖାନା କତୃପକ୍ଷ ଅଣଦେଖା

ରୋଜଗାର ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଶ୍ରମିକ

ଜେ. ବି. ଏନ୍ ( ୧୫/୦୩ /୨୦୨୧) ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ପୋଡ଼ାପଡା ଗ୍ରାମ ନିବାସୀ ଜଣେ ଦୁର୍ଘଟଣା ଗସ୍ତ ଶ୍ରମିକ ନିଜର ରୋଜଗାର ପାଇଁ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ମୁତାବକ ପୋଡ଼ାପଡା ଗ୍ରାମର ସମୀର ରାଉତ, ପିତା. ଶରତ ରାଉତ ବିଗତ ୨୦୧୯ ମସିହା ନର୍ଭେରାମ ପାୱାର ଏଣ୍ଡ ଷ୍ଟୀଲ ପ୍ରାଇଭେଟ ଲିମିଟେଡ ରେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରୁଥିଲେ କିନ୍ତୁ ୨୨/୦୨ /୨୦୨୦ ମସିହାରେ କାରଖାନା ପରିସରରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ଦୁର୍ଘଟଣା ଘଟି ଡାହାଣ ହାତ ର ଦୁଇ ଟି ଆଙ୍ଗୁଠି କଟିଯିବା ସହ ଦୁଇଟି ଆଙ୍ଗୁଠି ଅକାମୀ ହୋଇଯାଇଛି। କିଛି ଦିନ ଚିକିତ୍ସା ପରେ କର୍ମ କ୍ଷେତ୍ରରେ ଯୋଗ ଦେବା ପାଇଁ ଯିବା ପରେ କାରଖାନା କତୃପକ୍ଷ ତାଙ୍କୁ ଆଉ କାମରେ ଯୋଗ ଦେବା ପାଇଁ ଆଦେଶ ଦେଉ ନାହାନ୍ତି। ଶରତ ଙ୍କ କହିବା ଅନୁଯାୟୀ ସେ ଅତି ଗରିବ ଓ ପରିବାର ସହିତ ଜଣେ ମାତ୍ର ରୋଜଗାର କ୍ଷମ ସଦସ୍ୟ ଥିଲେ। ଦୁର୍ଘଟଣା ପରେ କାରଖାନା କତୃପକ୍ଷ କୌଣସି ପ୍ରକାର ଆର୍ଥିକ ସହାୟତା ମଧ୍ଯ ଯୋଗେଇ ଦେଉନାହାନ୍ତି। ଏହି ଅଭିଯୋଗ ନେଇ ପୂର୍ବ ରୁ ଶ୍ରମିକ ଅଫିସ ଓ ଶ୍ରମିକ ୟୁନିଅନ ଜଣାଇବା ପରେ ମଧ୍ଯ କାରଖାନା କତୃପକ୍ଷ ତାଙ୍କ ଗୁହାରି ର କୌଣସି ପ୍ରକାର କର୍ଣ୍ଣ ପାତ କରୁନାହାନ୍ତି। ଶେଷରେ ନ୍ୟାୟ ପାଇବା ପାଇଁ ଏହି ଭିନ୍ନ୍ କ୍ଷମ ଶ୍ରମିକ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Recent Post

Live Cricket Update

× How can I help you?