ବସ୍ ଷ୍ଟାଣ୍ଡରେ ତିନି ବସରେ ନିଆଁ 

ବସ୍ ଷ୍ଟାଣ୍ଡରେ ତିନି ବସରେ ନିଆଁ 

 

 

ଜେ ବି ଏନ, ୧୫/୦୩ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ପୁରୀ : ଆଜି ପୁରୀ ଜିଲ୍ଲା ରେ ଏକ ଅଭାବନୀୟ ଘଟଣା ଘଟିଛି l ସ୍ତାନୀୟ ଅଞ୍ଚଳରେ ଥିବା ବସ ଷ୍ଟାଣ୍ଡ ରେ ଏକ ସଙ୍ଗେ 3 ଟି ବସ ରେ ନିଆଁ ଲାଗି ଯିବା ସୂଚନା ମିଳିଛି l ତେବେ ପୁଲିସ ପ୍ରଶାସନ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ l ଏହି ଘଟଣା ରେ କେହି ମୃତାହତ ହୋଇ ନ ଥିବା ଜଣା ପଡିଛି l ତେବେ ନିଆଁ କେମିତି ତାହା ଜଣା ପଡିନାହିଁ l

Recent Post

Live Cricket Update