ଗୋପାଳପୁର ପଞ୍ଚାୟତ ରେ ମାନରେଗା ଦୁର୍ନୀତି ନେଇ ପଞ୍ଚାୟତବାସି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା 

ଗୋପାଳପୁର ପଞ୍ଚାୟତ ରେ ମାନରେଗା ଦୁର୍ନୀତି ନେଇ ପଞ୍ଚାୟତବାସି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା 

 

ଜେ ବି ଏନ, ୧୬/୦୩/୨୦୨୧, (ରିପୋର୍ଟ,  ଜ୍ୟୋତି ରଞ୍ଜନ ପରିଡା), ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତରେ ମାନରେଗା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ପ୍ରସଙ୍ଗରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ତଦନ୍ତ କରି ରିପୋର୍ଟ ଦେବା ପରେ ବି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ! ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦେଶ କ୍ରମେ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ! ,ବିଡ଼ିଓ, ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଓ ଜିଲ୍ଲାପାଳ ଙ୍କୁ ଅନେକ ବାର ଅବଗତ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ! ପ୍ରଶାସନର ଏଭଳି ସ୍ଥାଣୁତା ନୀତି କୁ ବିରୋଧି କରିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଗୋପାଳପୁର ପଞ୍ଚାୟତ ବାସି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ !

 

Recent Post

Live Cricket Update