ଲଖନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବରିଷ୍ଠ ନାଗରିକ ଙ୍କ ଟିକାକରଣ ଶୁଭାରମ୍ଭ 

ଲଖନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବରିଷ୍ଠ ନାଗରିକ ଙ୍କ ଟିକାକରଣ ଶୁଭାରମ୍ଭ 

 

ଜେ. ବି. ଏନ୍, ରିପୋର୍ଟ, ବିନୋଦ କୁମାର ନାୟକ, (୧୬/୦୩ /୨୦୨୧) ଅମ୍ବାଭୋନା :ବରଗଡ଼ ଜିଲ୍ଳା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ଲଖନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ବରିଷ୍ଠ ନାଗରିକ ଟିକାକରଣ ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ସାର ପଧାନ ମୁଖ୍ଯଅତିଥି ଭାବେ ଯୋଗଦେଇ ଟିକାକରଣ କାର୍ଯ୍ଯକ୍ରମ କୁ ଉଦଘାଟନ କରିଥିଲେ । ଡାକ୍ତର ଦୁର୍ଗାପ୍ରସାଦ ଦାସ,ରୋଗୀ କଲ୍ଯାଣ ସମିତି ର ସଭ୍ୟ ସୋମନାଥ ବେହେରା,ଡାକ୍ତର ନମିତା ମିଶ୍ର,ଫାର୍ମାସିଷ୍ଟ ରୋହିତ କୁମାର ସାହୁ,ଏନଏମ ନନ୍ଦନୀ ସୁନା ପ୍ରମୁଖ ଉପସ୍ଥିତ ଥିଲେ ।

ଶରତ କୁମାର ସ୍ବାଇଁ,ସମ୍ପତ୍ତି ପଧାନ,ଆଶା,ଅଙ୍ଗେନ ଔର୍ଡୀ କର୍ମୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ । ପ୍ରତ୍ଯେକ ଦିନ ୧୦୦ ଜଣ ବ୍ଯକ୍ତି କୁ କରୋନା ଟିକାକରଣ ଲଷ୍ଯ ଧାର୍ଯ୍ୟ କରାଯାଇଛି ବୋଲି ଡାକ୍ତର ଦାସ ସୂଚନା ଦେଇଛନ୍ତି।

Recent Post

Live Cricket Update