ସ୍କୁଟି ସହ ୨୧ କେଜି ୬୨୫ ଗ୍ରାମ ଗଞ୍ଜେଇ ଜବତ 

ସ୍କୁଟି ସହ ୨୧ କେଜି ୬୨୫ ଗ୍ରାମ ଗଞ୍ଜେଇ ଜବତ 

 

ଜେ ବି ଏନ, ୧୭/୦୩/୨୦୨୧, (ରିପୋର୍ଟ,  ରୂପକ ମହାନ୍ତି), ବ୍ରହ୍ମପୁର : ବରହମପୁରରେ ଦିନକୁଦିନ ଅପରାଧ ବୃଦ୍ଧି ପାଉଥିବା ବେଳେ ଆଜି ବରହମପୁର ଏସପି ଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଥାନା ପକ୍ଷରୁ ପେଟ୍ରୋଲିଂ କଡ଼ାକଡ଼ି କରାଯିବା ସହ ଗାଡି ଗୁଡିକୁ ଜାଞ୍ଜ କରାଯିବା ସହ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା l ଗୋସାଣି ନୂଆ ଗାଁ ଥାନା ଅଧିକାରୀ ସୁମିତ୍ ସୋରେନ ଙ୍କ ନେତୃତ୍ଵରେ ଏକ ସ୍କୁଟି ଜବତ କରାଯାଇଛି l ସେଥିରୁ ୨୧ କେଜି ୬୨୫ ଗ୍ରାମ ର ଗଞ୍ଜେଇ ଜବତ କରାଯାଇ ଦୁଇ ଜଣ ଯୁବକ ଙ୍କୁ ଗିରଫ କରାଯାଇଥିଲା। ଗିରଫ ଦୁଇ ଜଣ ଯୁବକ ହେଲେ ଲୋଚାପଡ଼ା ଅଞ୍ଚଳ ର ସୁଜିତ୍ ଦାସ ଓ ବଳରାମ ବେହେରା । ଉଭୟ ଙ୍କୁ କୋର୍ଟ କୋର୍ଟ ଚାଲାଣ କରାଯାଇଛି।

Recent Post

Live Cricket Update