ବାରହା ଆକ୍ରମଣ ରେ ଜଣେ ଗୁରୁତ୍ତର 

ବାରହା ଆକ୍ରମଣ ରେ ଜଣେ ଗୁରୁତ୍ତର

(ଜେ ବି ଏନ /ସୁବ୍ରତ କୁମାର) ୧୭/୦୩/୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦାମୋଦରନାଳୀ ଗ୍ରାମର ପରମାନନ୍ଦ ସାହୁ ( ୬୫ )ପିତା ଧରଣୀଧର ସାହୁ ବାରହା ଆକ୍ରମଣରେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପରମାନନ୍ଦ କିଛି କାମରେ ଜଙ୍ଗଲକୁ ଯାଇଥିବା ବେଳେ ବାରହା ହାବୁଡ଼ରେ ପଡିଯାଇଥିଲେ । ହିଂସ୍ର ବାରହାଟି ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଥିବା ସୂଚନା ମିଳିଛି । ପରମାନନ୍ଦଙ୍କ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ପରିବାର ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

Recent Post

Live Cricket Update