ଢେଙ୍କାନାଳ ଜିଲ୍ଲାରେ oppo କମ୍ପାନୀ ପକ୍ଷରୁ oppo f19 Pro+ 5G ଲଞ୍ଚ

 

ଢେଙ୍କାନାଳ ଜିଲ୍ଲାରେ oppo କମ୍ପାନୀ ପକ୍ଷରୁ oppo f19 Pro+ 5G ଲଞ୍ଚ

ଜେ. ବି. ଏନ୍ (୧୭/୦୩ /୨୦୨୧), ରିପୋର୍ଟ, ବିନୋଦ କୁମାର ନାୟକ /ଶୁଭମ ପାଣି, ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ରେ oppo କମ୍ପାନୀ ପକ୍ଷରୁ oppo f19 Pro+ 5G ଲଞ୍ଚ କରିଛି। ଢେଙ୍କାନାଳ ବଜାରର କମଳା କମ୍ୟୁନିକେସନ ନିଜର ପ୍ରଥମ ଗ୍ରାହକ କୁ ବିକିଥିବା f19 Pro + 5Gଉଦ୍ଦେଶ୍ୟ ରେ ଗ୍ରାହକ କୁ ସନ୍ତୁଷ୍ଟ କରିବା ପାଇଁ କେକ କାଟି ଏକ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରସ୍ତୁତି କରିଥିଲେ।

 

Recent Post

Live Cricket Update