କାର୍ଯ୍ୟ ଶେଷ କିନ୍ତୁ ସୂଚନା ଫଳକ ଲେଖା ହୋଇପାରିଲା ନାହିଁ… 

କାର୍ଯ୍ୟ ଶେଷ କିନ୍ତୁ ସୂଚନା ଫଳକ ଲେଖା ହୋଇପାରିଲା ନାହିଁ… 

ଜେ ବି ଏନ, ୧୭/୦୩/୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ /ଶୁଭମ ପାଣି), ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ପଂଚାୟତ ଗୁରୁଜାଙ୍ଗୁଲି ଠାରେ ଏକ କେନାଲ କେନାଲ ଦେଖିବାକୁ ମିଳିଛି ଯେ କାମ ଶେଷ ହୋଇଛି କିନ୍ତୁ ଦୁଇ ମାସ ହେଲାଣି ସୂଚନା ଫଳକ ଲେଖା ହୋଇପାରିଲା ନାହିଁ ବଡ଼ ଚତୁର ସହିତ ଠିକାଦାର ବିଲ ପାସ କରିବାର ପ୍ରୟାସ କରୁଛନ୍ତି!ଏ ବିଷୟରେ କନିଷ୍ଠ ଯନ୍ତ୍ରୀ ଫୋନ ଯୋଗେ ଯୋଗାଯୋଗ କରିଥିଲୁ ସେ କହିଲେ ଯେ ବିଲ ପାସ ହୋଇନାହିଁ ଏହା ଠିକାଦାର ଜାଣିଶୁଣି କରିଥିବା ସାଧାରଣରେ ଚର୍ଚ୍ଚା ପାଲଟି ଥିବା ବେଳେ ନିମ୍ନମାନର କାମ ହୋଇଥିବା କେନାଲ ମେଣ୍ଟାଲ ଦେଖାଯାଉଛି!ରାଜସ୍ବ ଟଙ୍କାକୁ ଚଳୁ କରିବାର କଙ୍କଡାହାଡ଼ ବ୍ଲକର ଦଶିପୁର ପଂଚାୟତ ନୂଆ ତରିକା ଠିକାଦାର ଅଵଳମ୍ବନ କରିଛନ୍ତି!ତଦନ୍ତ ପାଇଁ ସ୍ଥାନୀୟ ଲୋକଙ୍କ ଦାବି କରିଛନ୍ତି!

Recent Post

Live Cricket Update