ରନ୍ତଲେଇଠାରେ ଆର୍.ଏସ୍.ଇ.ଟି.ଆଇର ଗୃହ ନିର୍ମାଣ ନିମନ୍ତେ ଜମି ଚିହ୍ନଟ : ଅନୁଗୋଳ 

ରନ୍ତଲେଇଠାରେ ଆର୍.ଏସ୍.ଇ.ଟି.ଆଇର ଗୃହ ନିର୍ମାଣ ନିମନ୍ତେ ଜମି ଚିହ୍ନଟ : ଅନୁଗୋଳ 

 

 

ଜେ. ବି. ଏନ, ସୁଶୀଲ କୁମାର ଆଇଚ, (୧୭/୦୩ /୨୦୨୧) ଅନୁଗୋଳ : ସ୍ଥାନୀୟ ରନ୍ତଲେଇ ଠାରେ ଆର୍.ଏସ୍.ଇ.ଟି.ଆଇର ଗୃହ ନିର୍ମାଣ ନିମନ୍ତେ ତହସିଲଦାର , ପୋଲିସ ଓ ଆର୍ ଏସ୍ ଇ ଟି ଆଇର ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଜମି ଚିହ୍ନଟ କରାଯାଇଛି । ଗ୍ରାମୀଣ ବିକାଶ ( ରୁରାଲ ଡେଭେଲପମେଣ୍ଟ ) ବିଭାଗ ରାଜ୍ୟର ସମସ୍ତ ଜିଲ୍ଲାରେ ଗ୍ରାମୀଣ ଯୁବକ ଯୁବତୀ ମାନଙ୍କର ତାଲିମ ଓ ଦକ୍ଷତା ବୃଦ୍ଧି ନିମନ୍ତେ ଭିତ୍ତିଭୂମି ଯୋଗାଇ ଦେବେ । ଭାରତ ସରକାର ଓ ରାଜ୍ୟ ସରକାରଂକ ମିଳିତ ସହଯୋଗରେ ବ୍ୟାଙ୍କ ଗୁଡିକ ଦ୍ଵାରା ଏହା ପରିଚାଳିତ ହେବ।

Recent Post

Live Cricket Update