ଖଣି ଅଂଚଳରେ ଖଣ୍ଡା ଦେଖାଇ ଲୁଟ୍‌ପାଟ୍ ଦୁଇ ଲୁଟେରା ଗିରଫ

 

ଖଣି ଅଂଚଳରେ ଖଣ୍ଡା ଦେଖାଇ ଲୁଟ୍‌ପାଟ୍ ଦୁଇ ଲୁଟେରା ଗିରଫ

 

 

ଜେ ବି ଏନ, ୧୮/୦୩/୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ/ତାଳଚେର : ଖଣିି ଅଂଚଳରେ ଖଣ୍ଡା ଦେଖାଇ ଲୁଟ୍‌ପାଟ୍ ଦୁଇ ଲୁଟେରା ଗିରଫ , ଲୁଟ୍ ସାମଗ୍ରୀ ଜବତ ଖଣ୍ଡା ଦେଖାଇ ଲୁଟ କରିଥିଲେ । ପୁଲିସ କହିବାନୁଯାୟୀ , ଏହି ଦୁଇ ଅଭିଯୁକ୍ତ ମାମଲାରେ ତାଳଚେର କୋଲିୟରୀ ଥାନା ପୁଲିସ ସେଦିନ ରାତିରେ ଏକ ଟିଭିଏସ ଆପାଚି ବାଇକ ( ଓଡ଼ି ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ୧୯ – ଏନ – ୮୬୦୪ ) ରେ ଡେରା ଓ ସେଣ୍ଟ୍ରାଲ ଢେଙ୍କାନାଳ ଜିଲ୍ଲା ସମଲ ବ୍ୟାରେଜ ଥାନା ସିପୁର କଲୋନିରେ ବୁଲାବୁଲି କରୁଥିଲେ । ରାତି ପ୍ରାୟ ସାଢେ ଗାଁର ଶିବବ୍ରତ ମହାରଣା ଓ କୋଲିୟରୀ ଥାନା ୧୦ଟା ବେଳେ ସେମାନେ ଜଗନ୍ନାଥ କଲୋନିର କଳମଛୁଇଁର ଆଶୁତୋଷ ବାରିକ ସେମାନଙ୍କ ପାଖରୁ ଖଣ୍ଡା ସହ ମୋବାଇଲ ଫୋନ ଓ ଗୋଟିଏ ଆପାଚି କୋଲିୟରୀ ଥାନା artet COLLIERY POLICE STATION air ବାଇକ୍ ଜବତ କରାଯାଇଛି । କୋଲିୟରୀ ଥାନା ଏନଏସସି ହସ୍‌ପିଟାଲ କଲୋନିର କାଳୀଚରଣ ସାହୁ ତାଙ୍କ ପାଖରୁ ଲୁଟ ହୋଇଥିବା ନେଇ ଆଜି ସକାଳେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ଅନୁସାରେ , ୧୪ ତାରିଖ ରାତିରେ ତାଳଚେର ଷ୍ଟେସନରୁ ଘରକୁ ଫେରୁଥିଲାବେଳେ ଜଗନ୍ନାଥ କୋଇଲା ଖଣି ଜିଏମ୍ । କାର୍ଯ୍ୟାଳୟ ନିକଟରେ ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ । ପରେ ଖଣ୍ଡା ଦେଖାଇ ଧମକ ଦେବା ସହ ମୋବାଇଲ ଫୋନ ଓ ପର୍ସରେ ଥିବା ଟଙ୍କା ଲୁଟି ନେଇଥିଲେ । ପୁଲିସ ଏହି ଅଭିଯୋଗ ଆଧାରରେ ଏକ ଲୋକେଶ ସାହୁଙ୍କୁ ଖଣ୍ଡା ଦେଖାଇ ତାଙ୍କ ମୋବାଇଲ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଏହି ଫୋନ ଓ ଟଙ୍କା ଲୁଟି ନେଇଥିଲେ । ଏହା ପରେ ରାତି ସମୟରେ ଜଣାପଡିଥିଲା ଯେ , ଶିବବ୍ରତ ମହାରଣା ଓ ପ୍ରାୟ ସାଢେ ୧୧ଟା ବେଳକୁ କାଳୀଚରଣ ସାହୁଙ୍କ ଆଶୁତୋଷ ବାରିକ ଏହି ଲୁଟପାଟ କରିଛନ୍ତି । ପୁଲିସ ପାଖରୁ ମୋବାଇଲ ଫୋନ ଓ ଟଙ୍କା ନେଇ ଯାଇଥିଲେ । ସେମାନଙ୍କୁ ଉଠାଇ ଆଣି ପଚରାଉଚୁରା କରିବା ପୁଲିସ ସେମାନଙ୍କ ପାଖରୁ ଚୋରି ମୋବାଇଲ ଫୋନ ସମୟରେ ସେମାନେ ଲୁଟ କରିଥିବା ନେଇ ସ୍ୱାକାର ସହ ଆପାଚି ବାଇକ ଓ ଖଣ୍ଡା ଜବତ କରିଛି ।

Recent Post

Live Cricket Update