



ଏଣିକି ପୀଡିତା ଅଭିଯୁକ୍ତ ଙ୍କ ହାତରେ ବାନ୍ଧିବେ ରାକ୍ଷୀ : ପିଟିସନକୁ ଅନୁମତି
ଜେ ବି ଏନ, ୧୮/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଏଣିକି ଯୌନ ନିର୍ଯାତନା ମାମଲରେ ପୀଡିତା ଅଭିଯୁକ୍ତଙ୍କୁ
ରାକ୍ଷୀ ବାନ୍ଧିବେ। ଏମିତି ଏକ ଚିନ୍ତାଧାରା ଆଣିଲେ କେତେକ ମହିଳା ଆଇନଜିବି l ଏ ନେଇ ସେମାନେ ଏକ ଅପିଲ କରିଛନ୍ତି l ପ୍ରାପ୍ତ ସୂଚନା ମୁତାବକ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟ ପୃଥକ କରିଛନ୍ତି ଏବଂ ହାଇକୋର୍ଟର ଏକ ନିର୍ଦ୍ଦେଶ ଉପରେ ପ୍ରଶ୍ନ କରୁଥିବା ମହିଳା ଓକିଲଙ୍କ ଦ୍ଵାରା ଦାଖଲ କରାଯାଇଥିବା ଆବେଦନକୁ ଅନୁମତି ଦେଇଛନ୍ତି l ଯେ ଅଭିଯୁକ୍ତ ପୀଡିତାଙ୍କ ହାତରେ ‘ରାଖୀ’ ବାନ୍ଧିବା ଉଚିତ, ଅଭିଯୁକ୍ତକୁ ଜାମିନ ମିଳିବା ସମୟରେ କୋର୍ଟ ପକ୍ଷରୁ ଏପରି ଏକ ସର୍ତ୍ତ ରହିବା ଉଚିତ l ଏହା ଜାମିନର ପୂର୍ବ ସର୍ତ୍ତ ହେବ ବୋଲି ଅପିଲ ଉପରେ ମାନ୍ୟବର କୋର୍ଟ ଅନୁମତି ପ୍ରଦାନ କରିଛନ୍ତି l
Supreme Court sets aside Madhya Pradesh High Court’s order & allows appeal filed by a group of women lawyers questioning a direction of the High Court that the accused should get 'Rakhi' tied on his hand by the victim, as a prerequisite condition of bail in sexual offences. pic.twitter.com/xg801XIc7l
— ANI (@ANI) March 18, 2021