ଜୟ ଗୋପାଳ ମଠ ରେ ୨୫ ତମ ଅଷ୍ଟ ପ୍ରହରୀ ନାମ

ଜୟ ଗୋପାଳ ମଠ ରେ ୨୫ ତମ ଅଷ୍ଟ ପ୍ରହରୀ ନାମ

(ଜେ. ବି. ଏନ୍), ରିପୋର୍ଟ, ବିନୋଦ କୁମାର ନାୟକ /ଶୁଭମ ପାଣି, ୧୮/୦୩/୨୦୨୧ ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଜୟ ଗୋପାଳ ମଠ ରେ ୨୫ ତମ ଅଷ୍ଟ ପ୍ରହରୀ ନାମ ହୋଇଯାଇଅଛି ।ତା. ୧୭/୦୩ /୨୦୨୧ ରିଖ ରେ କଳସ ଯାତ୍ରା ଆରମ୍ଭ ହୋଇଯାଇଅଛି ।ଆଜି ନାମ ଯଜ୍ଞ ହୋଇ ଆସନ୍ତା କାଲି ନଗର କୀର୍ତ୍ତନ ଅନୁଷ୍ଠିତ ସମ୍ପୂର୍ଣ୍ଣ ହେବ। ଏହି ନାମ ସଙ୍କୀର୍ତ୍ତନ ରେ ୮ ଦଳ ସଙ୍କୀର୍ତ୍ତନ ମଣ୍ଡଳୀ ଅଂଶ ଗ୍ରହଣ କରି ମହା ମନ୍ତ୍ର ସମାପନ କରିଛନ୍ତି। ପୂଜା କର୍ମୀ ଜଗନ୍ନାଥ ତ୍ରିପାଠୀ ଙ୍କ ଓ ମନ୍ଦିର ପୂଜକ ସନ୍ତୋଷ କୁମାର ଦେବତା ଦ୍ଵାରା ଠାକୁରଙ୍କ ପାଖରେ ପୂଜାର୍ଚନା ସମାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜୟ ଗୋପାଳ ସାହି ର ସମସ୍ତ ଅଧିବାସ ବୃନ୍ଦ ଏବ୍ଂ ମନ୍ଦିରର କର୍ମକର୍ତ୍ତା ମାନେ ଯୋଗଦାନ କରି ଉତ୍ସାହର ସହିତ କାର୍ଯ୍ୟକ୍ରମ କୁ ଶେଷ କରିଥିଲେ।

Recent Post

Live Cricket Update

× How can I help you?