ଭର୍ଚୁଆଲ ମୋଡ୍ ରେ ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ଆଗଭର ହେବାକୁ ଏକ ଆଲୋଚନା ଚକ୍ର

ଭର୍ଚୁଆଲ ମୋଡ୍ ରେ ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ଆଗଭର ହେବାକୁ ଏକ ଆଲୋଚନା ଚକ୍ର

 

 

ଜେ. ବି. ଏନ୍, ରିପୋର୍ଟ, ବିନୋଦ କୁମାର ନାୟକ /ଶୁଭମ ପାଣି : (୧୮/୦୩ /୨୦୨୧) ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ଆଗଭର ହେବାକୁ ଏକ ଆଲୋଚନା ଚକ୍ର ଓ ପରିବେଶ ସୁରକ୍ଷା ପାଇଁ ଆଗଭର ହେବାକୁ ଏକ ଆଲୋଚନା ଚକ୍ର ଭର୍ଚୁଆଲ ମୋଡ୍ ରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଜଣାଯାଇଥିଲା। ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଆଜି ଭର୍ଚୁଆଲ ମୋଡ୍ ରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଜଣାଇ ଦିଆଯାଇଛି। ବର୍ତମାନ ପରିସ୍ଥିତି ରେ କାଠମାଫିଆମାନେ ଜଙ୍ଗଲ ରେ ନିଆଁ ଲଗାଇ ଜଙ୍ଗଲ ଓ ପରିବେଶ ନଷ୍ଟ କରିଦେଉଛନ୍ତି। ଏଣୁ ଆମ୍ଭେମାନେ ସତର୍କତା ଅବଲମ୍ବନ କରିବାକୁ ଆହ୍ବାନ ଦେଇଛନ୍ତି। ନିଆଁ ଲିଭାଇବାକୁ ସକ୍ଷମ ହେବାପାଇଁ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବା। ବାଡି ଓ କାଠ ସାହାଯ୍ୟରେ ଆୟତ୍ କରିହେବ। ଏହାକୁ ନିଜ ପରିବାର ବର୍ଗଙ୍କୁ ଓ ପଡ଼ୋଶୀ ମାନଙ୍କୁ ଜଣାଇବା ପାଇଁ ଅନୁରୋଧ କରିଥିଲେ।

Recent Post

Live Cricket Update