୪୪ ତମ ଶ୍ରୀ ରାମ ଚରିତ ନବାନ୍ନ ପରାୟଣ ଯଜ୍ଞ 

୪୪ ତମ ଶ୍ରୀ ରାମ ଚରିତ ନବାନ୍ନ ପରାୟଣ ଯଜ୍ଞ 

 

 

ଜେ. ବି. ଏନ୍, ରିପୋର୍ଟ, ବିନୋଦ କୁମାର ନାୟକ /ଶୁଭମ ପାଣି, ( ୧୮/୦୩ /୨୦୨୧) ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ୪୪ ତମ ଶ୍ରୀ ରାମ ଚରିତ ନବାନ୍ନ ପରାୟଣ ତା. ୧୮/୦୩ /୨୦୨୧ ରିଖ ଆରମ୍ଭ ହୋଇ ତା. ୨୬/୦୩/୨୦୨୧ ରିଖ ଶୁକ୍ରବାର ପର୍ଯ୍ୟନ୍ତ ସନ୍ଥ ଶିରୋମଣୀ ତୁଳସୀ ଦାସ ଜି ମହାରାଜ କୃତ ଶ୍ରୀ ରାମ ଚରିତ ମାନସ ନବାନ୍ନ କ୍ରମରେ ପାଠ ହେବ ଓ ପ୍ରାତଃ ୭ ଘଟିକା ଠାରୁ ପାଠ ଓ ବିଶ୍ରାମ ପର୍ଯ୍ୟନ୍ତ ବ୍ୟାସ ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ଦାସ ଜି ମହାରାଜ ଆରାଧ୍ଯ ଆମନ୍ତ୍ରିତ ସାଧୁ ସନ୍ଥ ଓ ମାନସ ଶ୍ରୀ ଶ୍ରୀ ଭକ୍ତ ବୃନ୍ଦ ପ୍ରାତଃ ୭ ଘଟିକା ରୁ ସୂର୍ଯ୍ୟ ପୂଜା, ଗୋ ପୂଜା, ରୁଦ୍ରାଭିଷେକ, ଗୀତା ଓ ବିଷ୍ନୁ ସହସ୍ତ୍ରଂ ନାମ ପାଠ ଓ ଶ୍ରୀ ରାମ ଜନ୍ମ ଓ ଦିବା ୧୨ ଘଟିକା ଠାରୁ ଯଜ୍ଞ ଅନୁଷ୍ଠିତ ହେବ। ଆଚାର୍ଯ୍ୟ ଶ୍ରୀ ଶ୍ରୀ ଅମରେନ୍ଦ୍ର ନନ୍ଦ ଓ ସହଯୋଗୀ ରାତିକ ବୃନ୍ଦ, ସନ୍ଧ୍ୟା ୬.୩୦ ମି. ସମୟରେ ଶ୍ରୀ ଜୀଉ ଙ୍କ ପରାୟଣ ମଣ୍ଡପକୁ ବିଜେ, ଆଳତୀ, ଭକ୍ତ ଓ ସାଧୁ ସନ୍ଥ ଙ୍କ ଦ୍ଵାରା ଶ୍ରୀ ରାମ ନାମ ଭଜନ ଓ କୀର୍ତ୍ତନ, ଶ୍ରୀ ହନୁମାନ ଚାଳିଶା ପାଠ ପ୍ରାତଃ ସନ୍ଧ୍ୟା ୭ ଟା ଠାରେ ମାନସ ପଣ୍ଡିତ ଶ୍ରୀ ଶ୍ରୀ ନାରାୟଣ ଦାସ ଜି ଙ୍କ ଦ୍ଵାରା ଆଜିର ପ୍ରବଚନ ଶିବ ପାର୍ବତୀ ବିବାହ ଶିବିର ରହିଛି. ଆସନ୍ତା କାଲି ଶ୍ରୀ ରାମ ଜନ୍ମ ଓ କାରଣ ୧୯/୦୩ /୨୦୨୧ ଶ୍ରୀ ରାମ ଜନ୍ମ ଉପରେ ମହାନ୍ତ ଶ୍ରୀ ନାରାୟଣ ଦାସ ଜି ପ୍ରବଚନ ରହିଛି। ମଠ ର ଶ୍ରୀ ମୋହନ ଚରଣ ଦାସ ଜି ମହାରାଜ ମଞ୍ଚ ପରିଚାଳନା କରିଥିଲେ। ହୋଇଯାଇଛି। ଆଜି ଅଧିବାସ ରେ ସ୍ଥାନୀୟ କମ ଗରା ଘାଟରୁ ବିଧି ଅନୁସାରେ ପୂଜାର୍ଚନା କରାଯାଇ ବାଦ୍ୟ, ଘଣ୍ଟ o ସଙ୍କୀର୍ତ୍ତନ ଦ୍ଵାରା ବହୁ ସାଧୁ ସନ୍ତ ଙ୍କ ଦ୍ଵାରା କଳସ ଶୋଭା ଯାତ୍ରା ବଜାର ମଧ୍ଯ ଦେଇ ମଠ ପ୍ରାଙ୍ଗଣ ଙ୍କୁ ଅଣା ଯାଇଥିଲା। ଏଥିରେ ବହୁ ପଣ୍ଡିତ ଓ ସାଧୁ ସନ୍ଥ ଯୋଗଦାନ କରିଅଛନ୍ତି। ଏହି କାର୍ଯ୍ୟକ୍ରମ ତା. ୧୭ /୦୩ ଠାରୁ ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ପ୍ରାତଃ ରାମାୟଣ ପାଠ, ସୂର୍ଯ୍ୟପୂଜା ଓ ହୋମ ଯଜ୍ଞ ସନ୍ଧ୍ୟା ସମୟରେ ଆସ୍ଥାନ କୁ ଠାକୁର ଙ୍କୁ ବିଜେ କରାଯାଇ ଆସନ୍ତା କାଲି ଠାରୁ ପ୍ରବଚକ ଶ୍ରୀ ଶ୍ରୀ ନାରାୟଣ ଦାସ, ମାନସ ରାଜ ହଂସ ଶିବ ପାର୍ବତୀ ବିବାହ ଉତ୍ସବ ଉପରେ ପ୍ରବଚନ ଆରମ୍ଭ କରିଥିଲେ।

Recent Post

Live Cricket Update