ମଙ୍ଗଳପୁରରେ ମସୁରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ 

ମଙ୍ଗଳପୁରରେ ମସୁରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ 

 

 

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର ( ୧୯.୦୩.୨୦୨୧)-: ଆଜି ଗଞ୍ଜାମ ବେଗୁନିଆପଡ଼ା ବ୍ଲକ ଚିଙ୍ଗୁଡ଼ିଖୋଲ ପଞ୍ଚାୟତର ମଙ୍ଗଳପୁର ଗାଁରେ ମସୁରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗ୍ରାମର ସମସ୍ତ ପରିବାରକୁ ମସୁରୀ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏଏନଏମ୍ ସିନେମା ନାଥ, ଅଙ୍ଗନୱାଡ଼ି ବିଜୟଲଷ୍ମୀ ଦାସ, ଭାସ୍କର ଦାସଙ୍କ ସହ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।ଏହି ମସୁରୀ ବ୍ଲକ୍ ର ବିଭିନ୍ନ ଗ୍ରାମରେ ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି ।

Recent Post

Live Cricket Update