Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Search
Close this search box.

ପ୍ରକାଶପୁର ରେ ଗୋ  ପାଳନ ସଂପର୍କରେ    ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ : ଅମ୍ବାଭୋନା 

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

 ପ୍ରକାଶପୁର ରେ ଗୋ  ପାଳନ ସଂପର୍କରେ    ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ : ଅମ୍ବାଭୋନା 

ଜେ. ବି. ଏନ୍, ରିପୋର୍ଟ, ବିନୋଦ କୁମାର ନାୟକ, (୧୯/୦୩/୨୦୨୧) ବରଗଡ଼ :ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ପ୍ରକାଶପୁର ପ୍ରାଣୀ ଚିକିତ୍ସା କେନ୍ଦ୍ର ଠାରେ ବରଗଡ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ  ଦୁଇ ଦିନ ଧରି ଗୋ  ପାଳନ ସଂପର୍କରେ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ  ଡାକ୍ତର କୁଞ୍ଜବିହାରୀସାହୁ, ଉପଖଣ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୁବୋଧ କୁମାର କର , ଜିଲ୍ଲା ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ସୁଶାନ୍ତ ନାୟକ, ଭଟଲି ପ୍ରାଣୀ ଚିକିତ୍ସା ଅଧିକାରୀ  ଡାକ୍ତର ବିଶ୍ବ ରଞ୍ଜନ ପ୍ରଧାନ,ଡୁଙ୍ଗୁରୀ ଭିଏଏସ ଡାକ୍ତର  ସସ୍ମିତା ବିଶ୍ବାଳ, ଅମ୍ବାଭୋନା ବ୍ଳକ  ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଶ୍ରୀକାନ୍ତ ପରିଡା ପ୍ରମୁଖ ଯୋଗଦେଇ ଗୋ  ପାଳନ ସଂପର୍କରେ ଆଳୋଚନା କରି ଗାଈ ଫାର୍ମପ୍ରତିଷ୍ଟା  ପୂର୍ବ ପ୍ରସ୍ତୁତି, ସାଧାରଣ ଯତ୍ନ,ଗାଈଗୋରୁ ମାନଙ୍କର ଖାଦ୍ୟ ପରିଚାଳନା,ଗୋ ପ୍ରଜନନ , ସ୍ବଚ୍ଛ ଦୁଗ୍ଧ ଉତ୍ପାଦନ ଏବଂ ବିକ୍ରି ବଟା, ଗାଈଗୋରୁ ଙ୍କ ସାଧାରଣ ରୋଗ ଓ ତା’ର ପ୍ରତିକାର,ଗୋ ପାଳନ ନିମନ୍ତେ ସରକାରୀ କାର୍ଯ୍ୟକ୍ରମ,ଗାଈ ଫାର୍ମ ରେ ଖାତା ପତ୍ର ଅଭିଲେଖନ ଓ ଦୈନିକ କାର୍ଯ୍ଯ  ଆଦି ବିଷୟ ରେ ପ୍ରଶିକ୍ଷଣ ଦେଇଥିଲେ ।ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଭୈନାତୋରା ଭିବି ମନବୋଧ ଭୋଇ,କୁମ୍ମୋ ଏଲଆଇ ନାରାୟଣ ସୁନାନୀ,କହ୍ନେଇପାଲି ଏଲଆଇ ରବି ମେହେର, ଲଖନପୁର   ଏଲଆଇ ଆଲୋକ ନାରଙ୍ଗ , ବାଞିପାଲି ଭିବି ସୁଚିତ ବିଶ୍ବାଳ,  ଗୋ ମିତ୍ର କମଳ ପଟେଲ, ଜମ୍ବୋବତୀ ପଟେଲ, ବଳିଷ୍ଠ  ପଧାନ,ମନୋଜ ପଟେଲ,ନରେଶ ମେହେର,ଶିବ ବାଗ,ଆଶିଷ ପଧାନ ପ୍ରମୁଖ ପରିଚାଳନା ସହଯୋଗ କରିଥିଲେ । ଏହି ଅବସରରେ  ପ୍ରଶ୍ନୋତ୍ତର ମାଧ୍ୟମରେ ପ୍ରଶିକ୍ଷଣ ଓ ଚାଷୀ ମତାମତ   ଆଦାନପ୍ରଦାନ  କରାଯାଇଥିଲା । ଏଥିରେ  ଅମ୍ବାଭୋନା  ବ୍ଳକ ର ୧୫ ଟି ଗ୍ରାମ ପଞ୍ଚାୟତ  ୨୦ ଜଣ ଚାଷୀ ପ୍ରଶିକ୍ଷଣ ର ନେଇଥିଲେ ବୋଲି  ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତତ ଶ୍ରୀକାନ୍ତ ପରିଡା  ସୂୂଚନା ଦେଇଥିଲେ ।

Recent Post

Live Cricket Update

You May Like This

× How can I help you?