କରୋନା କଟକଣା ଯୋଗୁଁ ବ୍ରହ୍ମପୁର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା ସ୍ଥଗିତ 

କରୋନା କଟକଣା ଯୋଗୁଁ ବ୍ରହ୍ମପୁର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା ସ୍ଥଗିତ 

 

 

ଜେ ବି ଏନ, ୨୦/୦୩/୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ଭାଙ୍ଗିଲା ଶହ ଶହ ବର୍ଷ ପୁରୁଣା ପରମ୍ପରା l ବରହମପୁର ର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା କୁ ବହୁ ବାଦବିବାଦ ପରେ କରୋନା କଟକଣା ପାଇଁ ଏହି ବର୍ଷ ସ୍ଥଗିତ ରଖାଯାଇଛି l 20/3/2021 ମଧ୍ୟ ରାତ୍ରୀରେ ଠାକୁରାଣୀ ଯାତ୍ରାର ଶୁଭ ଖୁଣ୍ଟି ସ୍ଥାପନ ହେବାର ଥିଲା କିନ୍ତୁ ଦେଶ ଓ ରାଜ୍ୟରେ କରୋନା ସ୍ଥିତି ଜଟିଳ ହେବାର ଲାଗିଛି ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ଯାତ୍ରା ପାଇଁ ମାତ୍ର ସାତ ଦିନ ସମୟ ଦେଇଥିଲେେ l କିନ୍ତୁ ଯାତ୍ରା ସାତ ଦିନ କିରିବା ସମ୍ଭବ ନଥିଲା ଏହା କୁ ଦୃଷ୍ଟି ରେ ରଖି ଯାତ୍ରାକୁ ସ୍ଥଗିତ ରଖାଯାଇଛି l

Recent Post

Live Cricket Update