ଲାଣ୍ଡିବନ୍ଦ ସ୍ଵତନ୍ତ୍ର ଉପକାରାଗାର କୋଭିଡ୍‌ ନିୟମ ଉଲଙ୍ଘନ ଅଭିଯୋଗ 

ଲାଣ୍ଡିବନ୍ଦ ସ୍ଵତନ୍ତ୍ର ଉପକାରାଗାର କୋଭିଡ୍‌ ନିୟମ ଉଲଙ୍ଘନ ଅଭିଯୋଗ 

ଜେ ବି ଏନ, ୨୦/୦୩/୨୦୨୧, (ରିପୋର୍ଟ, ବୌଦ୍ଧ ଚରଣ ସାହୁ, ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ, ବୌଦ୍ଧ : ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ଲାଣ୍ଡିବନ୍ଦ ସ୍ଵତନ୍ତ୍ର ଉପକାରାଗାର କୋଭିଡ୍‌ ନିୟମ ଉଲଙ୍ଘନ କରୁଥିବା ଦେଖିବାକୁ ମିଳିଛି । ମିଳିଥିବା ତଥ୍ୟ ଅନୁସାରେ ଜେଲରେ ଥିବା କଏଦୀ ମାନଙ୍କୁ ନିଜର ସମ୍ପରକିୟ ମାନେ ମୁଲାକାତ୍ କରିବାକୁ ଆସୁଛନ୍ତି କିନ୍ତୁ ସାମାଜିକ ଦୁରତା କିମ୍ଵା ମାସ୍କ ବ୍ୟବହାର ନକରି ଖୁଲମଖୁଲା ଭିତରକୁ ପ୍ରବେଶ କରୁଛନ୍ତି ଏଠାରେ ପ୍ରଶ୍ନ ଉଠୁଛିଯେ, ସରକାର କରୋଣା କଟକଣା ପାଇଁ ନିୟମ ଘୋଷଣା କରିଛନ୍ତି କିନ୍ତୁ ସ୍ୱତନ୍ତ୍ର-ଉପକାରାଗାର ରେ ଏହି ନିୟମକୁ ପାଲନ କରୁନଥିବା ଜଣାପଡିଛି । ଏହି କି , ବିଭାଗୀୟ ଅଧିକାରୀ ଜାଣିସୁଣି ଚୁପ୍ ରହିଛନ୍ତି ନା ନଜାଣିଲା ପରି ଅଭିନୟ କରି ସାଧାରଣ ଜନତାଙ୍କୁ ପଶ୍ରୟ ଦେଉଅଛନ୍ତି ଏହା ସଂଦେହ ଘେରରେ ରହୁଛି, ଏଣୁ ଦାଇତ୍ୱରେ ଥିବା ବିଭାଗୀୟ ଅଧିକାରୀ ଉପଯୁକ୍ତ ତଦନ୍ତ କରି ପଦକ୍ଷେପ ନେବାପାଇଁ ଅନେକ ବୃଦ୍ଧିଜୀବି ମହଲରେ ଦାବୀ ହେଉଛି l

Recent Post

Live Cricket Update