ସମ୍ବାଦିକ ଏକା ପାଳିଲେ ପଖାଳ ଦିବସ 

ସମ୍ବାଦିକ ଏକା ପାଳିଲେ ପଖାଳ ଦିବସ 

 

ଜେ. ବି. ଏନ୍ (୨୦/୦୩ /୨୦୨୧) ଢେଙ୍କାନାଳ : ଆଜି ସମ୍ବାଦିକ ଏକା ପାଳିଛନ୍ତି ପଖାଳ ଦିବସ l ଆଜି ବିଶ୍ଵ ପଖାଳ ଦିବସରେ ଢେଙ୍କାନାଳ ଜିଲ୍ଲା ଜାଗ୍ରତ୍ ଭାରତ୍ ନ୍ୟୁଜ ରିପୋର୍ଟର୍ ଶୁଭମ୍ ପାଣି ଆଜି ପଖାଳ ଦିବସ ପାଳନ କରିଛନ୍ତି l ପଖାଳ, ବଡ଼ି, ଶାଗ, ପିଆଜ, ଖଟା, ଏସବୁ ଖାଇ ପଖାଳ ଦିବସ ପାଳନ କରିଛନ୍ତି।

Recent Post

Live Cricket Update

× How can I help you?