ପଖାଳ ଖାଇ ପଖାଳ ଦିବସ ପାଳନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

 

ପଖାଳ ଖାଇ ପଖାଳ ଦିବସ ପାଳନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

 

 

ଜେ ବି ଏନ, ୨୦/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ବର : ଆଜି ବିଶ୍ଵ ପଖାଳ ଦିବସ l ଏହି ଅବସରରେ ଓଡ଼ିଆ ପୁଅ ତଥା କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ଵର ଠାରେ କିଛି ଓଡିଶା ଗଣମାଧ୍ୟମ ପତ୍ରକାର ମାନଙ୍କ ସହ ପଖାଳ ଖାଇ ପଖାଳ ଦିବସ ପାଳନ କରିଛନ୍ତି l ଏ ନେଇ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆ ରେ ଫଟୋ ସେୟାର କରିଛନ୍ତି ଓ ଲେଖିଛନ୍ତି ଯେ ‘ପଖାଳ’ ଓଡ଼ିଶା ତଥା ଓଡ଼ିଆ ଲୋକଙ୍କ ଜନଜୀବନ ଏବଂ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ । ଆଜି ଭୁବନେଶ୍ୱର ଠାରେ ଓଡ଼ିଶା ଗଣମାଧ୍ୟମର ବନ୍ଧୁ ମାନଙ୍କ ସହ ପଖାଳ ଖାଇ ‘ପଖାଳ ଦିବସ’ ପାଳନ କରିବା ସଙ୍ଗେସଙ୍ଗେ ସେମାନଙ୍କ ସହ ଅନ୍ତରଙ୍ଗ ଆଳାପ କଲି ।

Recent Post

Live Cricket Update