ବରହମପୁର ର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା କୁ ନେଇ ବରହମପୁର ବି ଇ ଏମ୍  ସି  କାର୍ଯ୍ୟାଳୟ ରେ ଏକ ବୈଠକ ଅନୁଷ୍ଠିତ

ବରହମପୁର ର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା କୁ ନେଇ ବରହମପୁର ବି ଇ ଏମ୍  ସି  କାର୍ଯ୍ୟାଳୟ ରେ ଏକ ବୈଠକ ଅନୁଷ୍ଠିତ

ଜେ ବି ଏନ, ୨୧/୦୩ /୨୦୨୧, (ରିପୋର୍ଟ, ରୂପକ ମହାନ୍ତି, ବ୍ରହ୍ମପୁର : ବରହମପୁର ର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା କୁ ନେଇ ବରହମପୁର ବି ଇ ଏମ୍  ସି କାର୍ଯ୍ୟାଳୟ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଏହି ବୈଠକରେ ବରହମପୁର ଉପଜିଲ୍ଲାପାଳ କୀର୍ତି ବାସନ, ବରହମପୁର ବି ଇ ଏମ ସି କମିମିଶନର ବଳି ରାମ୍ ବନ୍ଦରର, ବରହମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗଦେଇଥିଲେ ଓ ଦେଶୀ ବେହରା ଯୋଗ ଦେଇଥିଲେ,ଯାତରା ପାଇଁ ସାତ ଦିନ ସମୟ ଦିଆଯାଇଥିବାବେଳେ ଭିଡକୁ ଦେଖି ସମୟ ବୃଦ୍ଧି କରାଯାଇପାରେ, ଆସନ୍ତା 22/3/2021 ଅର୍ଥତ ସୋମବାର ଦିନ ଶୁଭ ଖୁଣ୍ଟି ସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି, କରୋନା କଟକଣା ମଧୟରେ ରେ ଯଦି ଠିକ୍ ଭାବେ ଯାତ୍ରା ପାଳନ କରାଯାଏ ତେବେ ଯାତ୍ରା କୁ ଚଉଦ ଦିନ ପାଇଁ ବୃଦ୍ଧି କରାଯାଇପାରେ l

Recent Post

Live Cricket Update