



ଇକୋ କ୍ଲବ ପକ୍ଷରୁ ବିଶ୍ଵ ବନ ଦିବସ ପାଳିତ 
ଢେଙ୍କାନାଳ ପୌରାଞ୍ଚଳର ୨ ନମ୍ଵର ୱାର୍ଡରେ ଅବସ୍ଥିତ ଡା. ଦାଶରଥି ମିଶ୍ର ଉଚ୍ଚ. ବିଦ୍ୟାଳୟର ଇକୋ କ୍ଲବ ତରଫରୁ ବିଶ୍ଵ ବନ ଦିବସ ପାଳନ କରାଯାଇଛି। ଏହି ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ପ୍ରଧାନ ଶିକ୍ଷୟତ୍ରି ଶ୍ରୀମତୀ ଅଞ୍ଜନା ମିଶ୍ର ପୌରହିତ କରିଥିଲେ । ପିଲା ମାନଙ୍କ ମଧ୍ୟରେ କେମିତି ପ୍ରତିଯୋଗୀତା କରାଯାଇ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ଏହି ଦିବସର ମହତ୍ଵ ସମ୍ପନ୍ଦରେ ବିଜ୍ଞାନ ଶିକ୍ଷୟତ୍ରି ଶ୍ରୀମତୀ ସାରଳା ସାହୁ ଉପସ୍ଥାପନ କରିଥିଲେ। ବନନଷ୍ଟ ହେଲେ ବନ୍ୟ ପ୍ରାଣୀ ସମ୍ପଦ ନଷ୍ଠ ହେବା ସହିତ ପୃଥିବୀ ର ସନ୍ତୁଳନ ଆଘାତ ସୃଷ୍ଟି ହେବ ଓ ଶେଷରେ ମନୁଷ୍ୟ ସମାଜ ଖାଦ୍ୟ ବସ୍ତ୍ର ବାସଗୃହ ଅଭାବରେ ପ୍ରଧାନ ଶିକ୍ଷୟତ୍ରି ନିଜ ଚକ୍ର ରେ ଦିଆଯାଇ ଥିଲା ସେହିପରି ଶିକ୍ଷକ ଗୋପାଳ କୁମାର ସାହୁ ପ୍ରତେକ ପିଲା ପ୍ରଶିକ୍ଷଣ ଜରୁରୀ କରିଥିଲେ ଶେଷରେ PET ଶ୍ରୀ ରସାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ବିଦ୍ୟାଳୟ ର ସମସ୍ତ କର୍ମୀ ଉପସ୍ଥିତ ଥିଲେ।