ଟ୍ରକ ଧକ୍କାରେ ଦୁଇ ଜଣ ବ୍ୟକ୍ତି ମୃତ

 

ଟ୍ରକ ଧକ୍କାରେ ଦୁଇ ଜଣ ବ୍ୟକ୍ତି ମୃତ

 

ଜାଗ୍ରତ ଭାରତ ନୀୟୂଜ୍, ରିପୋର୍ଟ, ୨୨/୦୩/୨୦୨୧, ରିପୋର୍ଟ ସୌମ୍ୟରଞ୍ଜନ ଶତପଥୀ, କଣିହାଁ : କଣିହାଁ ଓମ ଢ଼ାବା ପାଖରେ ଏକ ମର୍ମନ୍ତୁତ ଦୁର୍ଘଟଣା ଘଟିଛି। କଣିହାଁ ପୁଲିସ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ କରିଥିଲା ପରେ ଜଣା ପଡିଲା

କମରେଇ ଗ୍ରାମର ଦୁଇଜଣ ଯୁବକ ଘରକୁ ଫେରୁଥିବା ସମୟରେ ପାଉଁଶ ଟ୍ରକ ସହିତ ଧକା ହୋଇ ପ୍ରାଣ ହରାଇଥିଲେ। ରାତି ପ୍ରାୟ୧୨ଟା ସୁଧା ଏନ ଟି ପିସି ର କୌଣସି ଅଧିକାରୀ କିମ୍ବା ପାଉଁଶ ପରିବହନ ର ମାଲିକ ଦେଖା ଦେଇନାହାନ୍ତି। ଘଟଣା ସ୍ଥଳରେ ବିଧାୟକ ବ୍ରଜକିଶୋର ମୋହଦୟ ପହଞ୍ଚି ଆସନ୍ତା କାଲି ଦିନ୧୨ ଟା ସୁଧା ଯଦି ଏହାର ସମାଧାନ ନହୁଏ ତେବେ ଏନ ଟି ପିସି ସମେତ ସମଗ୍ର ତାଳଚେର ବନ୍ଦ କରାଯିବାକୁ ଡାକରା ଦେଇଥିଲେ ଏବଂ ଦୋଷୀ ଙ୍କୁ ଉଚିତ୍ ଦଣ୍ଡ ଦେବା ଶହ ତଦନ୍ତ ଆରମ୍ଭ କରିବା ପାଇଁ ପୋଲିସ୍ ଙ୍କୁ ଅନୁରୋଧ କରିଥିଲେ।

Recent Post

Live Cricket Update