ଲୁବ୍ରିକେଣ୍ଟ ଦୋକାନ ରେ ଅଗ୍ନିକାଣ୍ଡ

ଲୁବ୍ରିକେଣ୍ଟ ଦୋକାନ ରେ ଅଗ୍ନିକାଣ୍ଡ

ଜେ ବି ଏନ (ସୁଶାନ୍ତ କୁମାର /ଶୁଭମ ପାଣି) ୨୨/୦୩/୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଷ୍ଟେସନ ବଜାର ର ଏକ ଲୁବ୍ରିକେଣ୍ଟ ଦୋକାନ ରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କା ସମ୍ପତ୍ତି ପୋଡି ପାଉଁଶ।

 

ସୂଚନା ମୁତାବକ ଢେଙ୍କାନାଳ ସ୍ଥିତ ଦାସ ଲୁବ୍ରିକେଣ୍ଟ ଆଜି ଦୋକାନ ବନ୍ଦ କରି ଯିବା ପରେ ଅଗ୍ନିକାଣ୍ଡ ଘଟିଛି। ଦୋକାନ ରେ ତୈଲ ଦ୍ରବ୍ୟ ସହ, ବ୍ୟାଟେରୀ ଓ ଟାୟାର୍ ବିକ୍ରି କରାଯାଉଥିବା ର ଖବର ମିଳିଛି। ଘଟଣାସ୍ଥଳରେ ଦମକଳବାହିନୀ ର ତିନୋଟି ଗାଡି ଅଗ୍ନିକାଣ୍ଡ ନିୟନ୍ତ୍ରଣ କାର୍ଯ୍ୟ ରେ ନିୟୋଜିତ ଥିବା ବେଳେ ସଦର ଥାନା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି

Recent Post

Live Cricket Update