ଭାରତରେ କରୋନା ବିରୁଦ୍ଧରେ ଦ୍ରୁତ ଟୀକାକରଣ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼. ହର୍ଷ ବର୍ଦ୍ଧନ

ଭାରତରେ କରୋନା ବିରୁଦ୍ଧରେ ଦ୍ରୁତ ଟୀକାକରଣ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼. ହର୍ଷ ବର୍ଦ୍ଧନ

 

 

ଜେ ବି ଏନ, ୨୩/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଆଜି ପାର୍ଲିଆମେଣ୍ଟ ରେ କରୋନା ଟୀକା କରଣ ନେଇ ଖୁଲାସା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାଃ ହର୍ଷ ବର୍ଦ୍ଧନ l ସେ ଏ ନେଇ କହିଛନ୍ତି ଭାରତରେ ସବୁଠାରୁ ଦ୍ରୁତ ଗତିରେ କରୋନା ବିରୁଦ୍ଧରେ ଟୀକାକରଣ କରାଯାଉଛି। ଅନ୍ୟ ଦେଶରେ ମିଳିତ ଭାବରେ ଯେତିକି ଭ୍ୟାକ୍ସିନ ଲଗାଯାଉଛି, ତାହାର ୩୦% ରୁ ୪୦% ଭ୍ୟାକ୍ସିନ ପ୍ରତିଦିନ କେବଳ ଭାରତରେ ଲଗାଯାଉଛି l

 

 

Recent Post

Live Cricket Update