ରକ୍ତଦାନ ଶିବିର ଅନୁଷ୍ଠିତ
ଜେ ବି ଏନ, ୨୩/୦୩ /୨୦୨୧, (ରିପୋର୍ଟ, ସୁଦାମ ଚରଣ ସାହୁ, ୱେଷ୍ଟର୍ଣ୍ଣ ଓଡିଶା ବ୍ୟୁରୋ), ବୌଦ୍ଧ : ଆଜି ବୌଦ୍ଧ ଟାଉନ ହଲ ଠାରେ ଆମ ଦେଶ ଭାରତ କୁ ସ୍ବାଧିନତା ଦେବାରେ ନିଜକୁ ବଳିଦାନ ଦେଇ ଥିବା ସେହି ମହାନ ପୁରୁଷ ସହିଦ ଭାଗତ ସିଂ, ରାଜଗୁରୁ ଏବଂ ସୁଖଦେବ ଙ୍କ 90ତମ Death anniversary ରେ NIFFA, ବୌଦ୍ଧ ତରଫରୁ ମୁଖ୍ୟ ଅତିଥି ବୌଦ୍ଧ ଜିଲ୍ଲା ର ଜିଲ୍ଳାପାଳ ଶ୍ରୀଯୁକ୍ତ ଲାଲଟେନ୍ଦୁ ମିଶ୍ର, ସମ୍ମାନିତ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଶ୍ରୀଯୁକ୍ତ ଡ଼ଃ. ତ୍ରିଲୋଚନ ପ୍ରଧାନ ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିରଞ୍ଚି ଧରୁଆ ଙ୍କ ଉପସ୍ଥିତି ରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।