ରକ୍ତଦାନ ଶିବିର ଅନୁଷ୍ଠିତ : କଣିହାଁ 

ରକ୍ତଦାନ ଶିବିର ଅନୁଷ୍ଠିତ : କଣିହାଁ 

 

 

ଜାଗ୍ରତ ଭାରତ ନୀୟୁଜ୍, ୨୩/୦୩ /୨୦୨୧, (ରିପୋର୍ଟ, ସୌମ୍ୟରଞ୍ଜନ ଶତପଥୀ) ,

କଣିହାଁ ବ୍ଲକ: ” ବିଜୁ ଯୁବ ଜନତା ଦଳ ” ଦ୍ବାରା ଅନୁଗୋଳ ଜିଲ୍ଲାର ପାଳଲହଡା ନିର୍ବାଚନ ମଣ୍ଡଳୀର ସମଲ ଠାରେ , ” ବିଜୁ ଯୁବ ଜନତା ଦଳ ଓ ଓଡିଶା – ମୋ – ପରିବାର ” ଆନୁକୁଲ୍ୟରେ ଏକ ରକ୍ତଦାନ ଶିବୀର ଆୟୋଜନ ହୋଇଯାଇଛି | ଏହି ଶିବୀରରେ ୫୨ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା |

ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ପାଳଲହଡା ଶ୍ରୀ ମୁକେଶ କୁମାର ପାଳ ଯୋଗଦାନ କରି ଏହି ଶିବୀରକୁ ଉଦଘାଟନ କରିଥିଲେ | ସମ୍ମାନିତ ଅତିଥି ଭାବେ କଣିହାଁ ବ୍ଳକ ସଭାପତି ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ସାହୁ ବିଜୁ ଯୁବ ଜନତା ଦଳ ର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦିନେଶ ପ୍ରଧାନ ଓ ବ୍ଲକ ଯୁବ ସଭାପତି ଶ୍ରୀଯୁକ୍ତ ଗଗନ ରାଉତ ଉପସ୍ଥିତ ଥିଲେ |

  1.       ବିଜୁ ଯୁବ ଜନତା ଦଳ ର କଣିଁହା ବ୍ଲକ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ରାମକୃଷ୍ଣ ପ୍ରଧାନ ଓ ଜିଲ୍ଲା ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ସାମଲ ଙ୍କ ତତ୍ତ୍ବାବଧନରେ ଏହି ରକ୍ତଦାନ ଶିବୀର ଆୟୋଜିତ ହୋଇଥିଲା |

Recent Post

Live Cricket Update