Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Search
Close this search box.

ଅନୁଗୋଳ ଜିଲ୍ଲାରେ ହୋଲି ଓ ଦୋଳପୂର୍ଣ୍ଣିମା ପାଳନ ପାଇଁ କଟକଣା

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

ଅନୁଗୋଳ ଜିଲ୍ଲାରେ ହୋଲି ଓ ଦୋଳପୂର୍ଣ୍ଣିମା ପାଳନ ପାଇଁ କଟକଣା

ଜେ ବି ଏନ, ୨୪/୦୩/୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଅନୁଗୋଳ : ଅନୁଗୋଳ ଜିଲ୍ଲାରେ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଅନୁଗୋଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଦୋଳ ପୂର୍ଣ୍ଣିମା ଓ ହୋଲି ରେ କଟକଣା ଜାରି କରିଛନ୍ତି l ଆସନ୍ତା ୨୮ ଓ ୨୯ ତାରିଖରେ ହେବାକୁ ଯାଉଥିବା ଦୋଳ ପୂର୍ଣ୍ଣିମା ଓ ହୋଲି ସମୟରେ ବିଭିନ୍ନ ଧର୍ମାନୁଷ୍ଠାନ ମାନଙ୍କରେ ଜନ ସମାଗମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି l ସେହିପରି ବାହାରେ ହୋଲି ଖେଳିବା ପାଇଁ ବାରଣ ଥିବା ବେଳେ ନିଜ ପରିବାର ଭିତରେ ହୋଲି ଖେଳ ସୀମିତ ରହିଛି l ଏହି ନିର୍ଦ୍ଦେଶନାମାକୁ ବେଖାତିର୍ କରି କୌଣସି ଧର୍ମାନୁଷ୍ଠାନ କିମ୍ବା ବ୍ୟକ୍ତି ଦୋଳପୂର୍ଣ୍ଣମୀ ଓ ହୋଲି ପାଳନ କଲେ ବିପର୍ଯ୍ୟୟ ପରିଚାଳନା ଆଇନ୍ ୨୦୦୫ ସମେତ ଅନ୍ୟାନ ଆନୁସାଙ୍ଗୀକ ଆଇନ୍ ବଳରେ ଦଣ୍ଡ ବିଧାନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଏହି ନିର୍ଦ୍ଦେଶନାମା ରେ ଉଲ୍ଲେଖ କରିଛନ୍ତି l

Recent Post

Live Cricket Update

× How can I help you?