ଜମିଜମା ତଥ୍ୟ ପାଇଁ ୧୪ ଅଙ୍କ ବିଶିଷ୍ଟ ଅଭିନବ ନମ୍ବର

ଜମିଜମା ତଥ୍ୟ ପାଇଁ ୧୪ ଅଙ୍କ ବିଶିଷ୍ଟ ଅଭିନବ ନମ୍ବର

 

ଜେ ବି ଏନ, ୨୫/୦୩/୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ୱର : ଏଣିକି ୧୪ ସଂଖ୍ୟା ବିଶିଷ୍ଟ ଅଭିନବ ଲ୍ୟାଣ୍ଡ ପାର୍ସଲ ଚିହ୍ନଟ ପୋର୍ଟାଲ୍ ( Unique Land Parcel Identification Number : ULPIN ) ମାଧ୍ୟମରେ କୌଣସି ଜମିଜମା ବା ଭୂସମ୍ପତ୍ତା ସଂପର୍କିତ ସୂଚନା ମିଳି ପାରିବ । ଆଜି ଓଡ଼ିଶା ସରକାରଙ୍କ ପକ୍ଷରୁ ପାଇଲଟ୍ ପ୍ରକଳ୍ପ ଭାବରେ ଏ ସମ୍ପର୍କିତ ପୋର୍ଟାଲ୍ ଆରମ୍ଭ ହୋଇଛି । ଜମିଜମା କାଗଜପତ୍ରର ଉପଯୁକ୍ତ ତଦାରଖ ନିମନ୍ତେ ଏହି ପୋର୍ଟାଲ୍ ଏକ ସ୍ଵଚ୍ଛ , ସ୍ଵଷ୍ଟ ଓ ଫଳପ୍ରଦ ସେବା ପ୍ରଦାନ କରିବ ବୋଲି ରାଜ୍ଯ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l

Recent Post

Live Cricket Update