ବେଆଇନ୍ ଚାଲାଣ ଓ ବଳାତ୍କାର କେଶରେ ମଧ୍ୟପ୍ରଦେଶ ରୁ ଦୁଇ ଅଭିଯୁକ୍ତ ଗିରଫ

ବେଆଇନ୍ ଚାଲାଣ ଓ ବଳାତ୍କାର କେଶରେ ମଧ୍ୟପ୍ରଦେଶ ରୁ ଦୁଇ ଅଭିଯୁକ୍ତ ଗିରଫ

 

ଜେ ବି ଏନ, ୨୫/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଅନୁଗୋଳ : ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ୨୦୧୯ ମସିହାରୁ ତଦନ୍ତ ଏକ କେଶର ତଦନ୍ତ ପରେ ପୋଲିସ ମଧ୍ୟପ୍ରଦେଶ ଅଞ୍ଚଳରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି l ସୂଚନା ମୁତାବକ ପୋଲିସ ଦିର୍ଘ ଦିନରୁ ଖୋଜୁଥିବା ଅଭିଯୁକ୍ତଙ୍କୁ ମଧ୍ୟପ୍ରଦେଶ ରୁ ଗିରଫ କରିଛି l ସେମାନଙ୍କ ନାମରେ ବେଆଇନ୍ ମାନବ ଚାଲାଣ ସହ ଏକ ନାବାଳିକା କୁ ବଳାତ୍କାର ଅଭିଯୋଗ ରହିଛି l ପୂର୍ବରୁ ଅଭିଯୁକ୍ତ କନ୍ଦର ପ୍ରଧାନ ୨୮/୦୧ /୨୦୨୦ ମସିହାରେ ଗିରଫ ହୋଇଥିବା ବେଳେ ଅନ୍ୟ ଦୁଇ ଅଭିଯୁକ୍ତ ମହେନ୍ଦ୍ର ପାଲ (୩୧),ଓ ଟୁନି ଓରଫ ସଂଗୀତା ପ୍ରଧାନ (୩୩),ଓରଫ ସଂଗୀତା ପାଲ ଙ୍କୁ ପୋଲିସ ଗିରଫ କରି ଟ୍ରାଇଲ ପାଇଁ ପୋକ୍ସ କୋର୍ଟ କୁ ଚାଲାଣ କରିଛି l ଏ ନେଇ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l

Recent Post

Live Cricket Update