Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

ଭାରତରେ ବ୍ୟବସାୟିକ କୋଇଲା ଖଣିର ଦ୍ୱିତୀୟ ପର୍ଯ୍ୟାୟ ନିଲାମ ପ୍ରକ୍ରିୟା ଆରମ୍ଭ

ଭାରତରେ ବ୍ୟବସାୟିକ କୋଇଲା ଖଣିର ଦ୍ୱିତୀୟ ପର୍ଯ୍ୟାୟ ନିଲାମ ପ୍ରକ୍ରିୟା ଆରମ୍ଭ

ଏହା ଫଳରେ ଭାରତ କୋଇଲାରେ ଆତ୍ମନିର୍ଭରଶୀଳ ହେବ:ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଜୋଶୀ ଓଡିଶା ସମେତ ୬ଟି ରାଜ୍ୟରେ ଥିବା ୬୭ଟି କୋଇଲାଖଣିର ନିଲାମ କାର୍ଯ୍ୟ ଆରମ୍ଭ

 

 

 

 

ଜେ ବି ଏନ, ୨୫/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ଦେଶରେ ବ୍ୟବସାୟିକ କୋଇଲାଖଣି ଗୁଡିକର ଦ୍ୱିତୀୟ ପର୍ଯ୍ୟାୟ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରେ ଓଡିଶା ସମେତ ୬ଟି ରାଜ୍ୟର ୬୭ଟି କୋଇଲା ଖଣି ନିଲାମ ହେବ । ଏହି ଖଣି ଗୁଡିକ ମଧ୍ୟରୁ ୨୩ଟି ସିଏସ(ଏସ.ପି.) ଓ ୪୪ଟି ଏମ.ଡି.ଆର. ଆଇନ ଅଧୀନରେ ରହିଛି । କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଯେଉଁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି ସେଥିରେ ବଡ, ସାନ, ସମ୍ପୂର୍ଣ୍ଣ ଓ ଆଂଶିକ ଉନ୍ମକ୍ତ ଖଣି ରହିଛି । ଏହି ସବୁ ଖଣି ଓଡିଶା, ଛଡିଶଗଡ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ଅଛି ।

 

ଏହି ପର୍ଯ୍ୟାୟରେ ସର୍ବାଧିକ ଖଣି ନିଲାମ କରାଯିବ । ୧୯୧୪ରେ ପ୍ରଥମ କରି ଦେଶରେ କୋଇଲା ଖଣିର ବ୍ୟବସାୟିକ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ନୂଆଦିଲ୍ଳୀଠାରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ନିଲାମ କାର୍ଯ୍ୟ ବିଭାଗୀୟ ମନ୍ତ୍ରୀ ପ୍ରହ୍ଲାଦ ଜୋଶୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ନୀତି ଆୟୋଗର ସିଇଓ ଅମିତାଭ କାନ୍ତ ଓ କେନ୍ଦ୍ର କୋଇଲା ସଚିବ ଅନୀଲ କୁମାର ଜୈନ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀ ଜୋଶୀ କହିଛନ୍ତି ଯେ ଆମ କୋଇଲାକୁ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପର ଚାଳକରେ ପରିଣତ କରିଛୁ । ଭାରତୀୟ କୋଇଲ ଉଦ୍ୟୋଗରେ ବିପୁଳ ସୁବିଧାସୁଯୋଗ ରହିଛି । ତେଣୁ ନିବେଶକମାନେ ଭାରତ ଆସି ଏ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ସହିତ ଏହି ବିପୁଳ ଖଣିଜ ସମ୍ପଦର ସଦ୍‌ବ୍ୟବହାର କରିବାକୁ ମୁଁ ନିମନ୍ତ୍ରଣ ଜଣାଉଛି । ସେମାନେ ଆସନ୍ତୁ, ନିଜର ବ୍ୟବସାୟ ବଢାନ୍ତୁ ଏବଂ ଭାରତକୁ ଅଭିବୃଦ୍ଧି ପଥରେ ଆଗେଇ ନିଅନ୍ତୁ ବୋଲି ଶ୍ରୀ ଜୋଶୀ କହିଛନ୍ତି ।

 

 

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ବ୍ୟବସାୟିକ କୋଇଲା ଖଣି ନୂଆ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବ । ଏହାଦ୍ୱାରା ବିପୁଳ କର୍ମନିଯୁକ୍ତି ସୃଷ୍ଟି ହେବା ସହିତ କୋଇଲ ସମୃଦ୍ଦ ରାଜ୍ୟଗୁଡିକର ଆର୍ଥିକ-ସାମାଜିକ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ବଜାରଭିତିକ କୋଇଲା ଅର୍ଥନୀତି ଭାରତକୁ କୋଇଲାରେ ଆତ୍ମନିର୍ଭରଶୀଳ କରିପାରିବ ।

 

ଶ୍ରୀ ଜୋଶୀ କହିଛନ୍ତି ଯେ ଅତୀତରେ ହୋଇଥିବା ଏହି ନିଲାମର ସଫଳତାକୁ ପୁଞ୍ଜି କରି ସରକାର ‘ରୋଲିଂ ଅକ୍ସନ’ ନୀତି ଆପଣାଇଛନ୍ତି । ଏହି ନୀତିରେ ଭବିଷ୍ୟତରେ ସବୁ ବ୍ୟବସାୟିକ କୋଇଲା ଖଣିର ନିଲାମ କରାଯିବ । ଦେଶର ସର୍ବ ପ୍ରଥମ ଥର ପାଇଁ କୋଇଲା ସମ୍ପଦ ଭାବେ କୋଇଲାକୁ ରୋଲିଂ ଅକ୍ସନ ବ୍ୟବସ୍ଥାର ଅନ୍ତର୍ଭୁକ୍ତ କରାଯାଇଛି । ଏହି ବ୍ୟବସ୍ଥାରେ ଦେଶର କେତେକ କୋଇଲା ଖଣିକୁ ଯେକୌଣସି ସମୟରେ ନିଲାମ କରିବା ପାଇଁ ସଂରକ୍ଷିତ କରାଯିବ ।

 

ସେ ଆହୁରି କହିଛନ୍ତି ଯେ ରୋଲିଂ ଅକ୍ସନ ବ୍ୟବସ୍ଥାରେ ଖଣିଗୁଡିକର ନାମ ତାଲିକା ଓ ଏହାର ବୈଷୟିକ ତଥ୍ୟାବଳୀକୁ ପ୍ରସ୍ତୁତ କରାଯିବ । ଏହି ତଥ୍ୟ ଆଧାରରେ ବିଡରମାନେ ପରବର୍ତ୍ତୀ ନିଲାମରେ ଅଂଶଗ୍ରହଣ କରିପାରିବେ । ଏହା ଏକ ନିରନ୍ତର ପ୍ରକ୍ରିୟା ଏବଂ ଏହାଫଳରେ ନିଲାମ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ । ଏହା ମଧ୍ୟ ବିଡରଙ୍କୁ ନିଜର ଯୋଜନା ଭଲଭାବେ ପ୍ରସ୍ତୁତ କରିବାକୁ ସୁଯୋଗ ଦେବ ଓ ଏ କ୍ଷେତ୍ରରେ ସ୍ୱଚ୍ଛତା ରକ୍ଷା ପାଇବ ।

 

ଶ୍ରୀ ଜୋଶୀ କହିଛନ୍ତି ଯେ ବ୍ୟାବସାୟିକ କୋଇଲା ଖଣିର ନିଲାମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ସରକାର ମଧ୍ୟ ବର୍ତ୍ତମାନର କୋଲ୍ ଇଣ୍ଡିଆ ଲିମିଟେଡର ଇ-ଅକ୍ସନ ବ୍ୟବସ୍ଥାରେ ସଂସ୍କାର ଆଣୁଛନ୍ତି । କୋଲ୍ ଇଣ୍ଡିଆ ଲିମିଟେଡର ବିଭିନ୍ନ ପ୍ରକାର ଇ-ଅକ୍ସନ ବ୍ୟବସ୍ଥାକୁ ଏକାଠି କରି ଗୋଟିଏ ନୀତି ପ୍ରବର୍ତ୍ତନ କରିବାକୁ ବିଚାର କରାଯାଉଛି । ଏହାଫଳରେ ଗୋଟିଏ ମାନର କୋଇଲା ପାଇଁ ଏକପ୍ରକାରର ମୂଲ୍ୟ ନିର୍ଦ୍ଧାରଣ କରିହେବ। ଗୋଟିଏ ଇ-ଅକ୍ସନ ବ୍ୟବସ୍ଥାରେ ବଜାର ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟରେ କୋଇଲା ବିକିବା ଦ୍ୱାରା ସମଗ୍ର ବ୍ୟବସ୍ଥା ସରଳ ଓ ପ୍ରକ୍ରିୟା ସ୍ୱଚ୍ଛ ହୋଇପାରିବ ।

 

 

ଏଥିରେ ଉଦ୍‌ବୋଧନ ଦେଇ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ କହିଛନ୍ତି ଯେ, ବ୍ୟାବସାୟିକ ଭିତ୍ତିରେ କୋଇଲା ଉତ୍ତୋଳନ କରିବା ଏକ ବୈପ୍ଲବିକ ପଦକ୍ଷେପ । ଏହା କୋଇଲା କ୍ଷେତ୍ରରେ ପ୍ରଗତିବାଦୀ ପଦକ୍ଷେପ ଆଣିବ । ବିଶ୍ୱର ଅଗ୍ରଣୀ ଖଣି ବେପାରୀ ଓ ନିବେଶକ ସର୍ବାଧୁନିକ ଟେକ୍ନୋଲୋଜି ସହିତ ଭାରତ ଆସି ଏଠାରେ ପ୍ରତିଯୋଗିତା ବଢାଇବେ । ଏହାଫଳରେ କୋଇଲା ଉଦ୍ୟୋଗ ଲାଭବାନ ହେବ ଏବଂ ଉତ୍ପାଦନ ଯଥେଷ୍ଟ ବଢିବ ।

 

ଖଣି ସଚିବ ଶ୍ରୀ ଜୈନ୍ କହିଛନ୍ତି ଯେ ଏହି ପର୍ଯ୍ୟାୟ ନିଲାମରେ ଖଣି ଅଞ୍ଚଳର ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ତା’ଛଡା ଯେଉଁ ଖଣି ସବୁକୁ ନିଲାମ କରାଯିବ ସେଠାରେ ଜଙ୍ଗଲାଞ୍ଚଳ କମ୍ ରହିଥିବାବେଳେ କୋଇଲାର ମାନ ଉନ୍ନତ । ଆହୁରି ମଧ୍ୟ ସେସବୁ ଖଣି ପାଖରେ ଉତ୍ତମ ଭିତ୍ତିଭୂମି ସୁବିଧା ରହିଛି । ତେଣୁ ଥଇଥାନ ଓ ପୁନର୍ବାସ କାର୍ଯ୍ୟ ଅଳ୍ପ ଖର୍ଚ୍ଚରେ ହୋଇପାରିବ । ସେ କହିଛନ୍ତି ଯେ ଅଧିକ କୋକିଂ କୋଇଲା ଖଣିକୁ ନିଲାମ କରାଯିବ । ଏହା ଦ୍ୱାରା ଭାରତର କୋକିଂ କୋଇଲା ଆମଦାନୀ ହ୍ରାସ ପାଇବ ।

 

ପ୍ରଥମ ପର୍ଯ୍ୟାୟରେ ଦେଶର ମୋଟ ୧୯ଟି କୋଇଲା ଖଣିର ଇ-ନିଲାମ ଗତବର୍ଷ ହୋଇଥିଲା । ସେଥିରେ ସଫଳ ବିଡ୍‌ର ମାନେ ଯେଉଁ ମୂଳ ଡାକ ରଖିଥିଲେ ତାହା ୯.୫ରୁ ୬୬.୬୭ ଶତାଂଶ ଥିଲା । ସଫଳ ନିଲାମଧାରୀ ଓ କୋଇଲା ମନ୍ତ୍ରଣାଳୟ ମଧ୍ୟରେ ଗତ ଜାନୁୟାରୀ ମାସରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ନିଲାମ ହୋଇଥିବା ଖଣିଗୁଡିକର ଉତ୍ପାଦନ ବାର୍ଷିକ ସର୍ବୋଚ୍ଚ ୫୧ନିୟୁତ ଟନ୍ ରହିଲେ ସମ୍ପୃକ୍ତ ରାଜ୍ୟଗୁଡିକ ଏହି ନିଲାମରୁ ପ୍ରାୟ ୭୦୦୦କୋଟି ଟଙ୍କା ରାଜସ୍ୱ ପାଇବେ ।

 

 

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uncategorized
  • Uttarpradesh
  • Weather
  • World
  • बिहार
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uncategorized
  • Uttarpradesh
  • Weather
  • World
  • बिहार
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uncategorized
  • Uttarpradesh
  • Weather
  • World
  • बिहार
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uncategorized
  • Uttarpradesh
  • Weather
  • World
  • बिहार
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech

× How can I help you?