ରାତି କାଳୀନ ସଫେଇ କାର୍ଯ୍ୟ ର ଶୁଭାରମ୍ଭ

ମଡେଲ ସହର ଗଢି ତୋଳିବା ନୂତନ ପଦକ୍ଷେପ

ରାତି କାଳୀନ ସଫେଇ କାର୍ଯ୍ୟ ର ଶୁଭାରମ୍ଭ

ଜେ ବି ଏନ (ସୁବ୍ରତ କୁମାର /ଶୁଭମ ପାଣି) ୨୬/୦୩ /୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପୌରାଞ୍ଚଳ ସୌନ୍ଦର୍ଯ୍ୟ କରଣ ପାଇଁ ପୌର ଅଧିକାରୀ ଙ୍କ ନୂତନ ପଦକ୍ଷେପ। ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ କୁମାର ସାମନ୍ତ ଅଧ୍ୟକ୍ଷତାରେ ଓ ଗଣେଶ ବଜାର ର ସଭାପତି ବିଶ୍ଵନାଥ ଯୋଗ ଏହି ରାତ୍ରି କାଳୀନ ସଫେଇ କାର୍ଯ୍ୟକ୍ରମ ର ଶୁଭ ହୋଇଯାଇଛି।

ଶ୍ରୀ ସାମନ୍ତ ଙ୍କ କହିବା ଅନୁସାରେ ଢେଙ୍କାନାଳ ସହର ଓଡିଶା ର ଏକ ମଡେଲ ସହର ତୋଳିବାରେ ଏକ ପ୍ରକାର ନିଆରା ପ୍ରୟାସ ହେବ। ଏହି କାର୍ଯ୍ୟକ୍ରମ ରାତି ପ୍ରାୟ ୧୦ ଘଣ୍ଟିକା ରୁ ଭୋର୍ ୨ ଘଣ୍ଟିକା ପର୍ଯ୍ୟନ୍ତ ପୌରପାଳିକା ର ୫୦ କର୍ମଚାରୀଙ୍କ ଦ୍ଵାରା ପରିଚାଳିତ ହେବ।

Recent Post

Live Cricket Update