



କଂଗ୍ରେସ ପକ୍ଷରୁ ବନ୍ଦ ପାଳନ
ଜେ ବି ଏନ, ୨୭/୦୩ /୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ଭାରତ ବନ୍ଦ କୁ ଭାରତୀୟ ଜାତୀୟ କଂଗ୍ରେସ ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକ ଅଭିନୟ ଉପାୟରେ ବନ୍ଦ ଡାକରା ଦେଇଥିଲେ l ଆଜି ଭାରତୀୟ ଜାତୀୟ କଂଗ୍ରେସ ବରହମପୁର ର ବାବୁଜୀ ଆଶ୍ରମ ଠାରୁ ଦଶଗୋଟି ଶଗଡ଼ ରେ କୃଷକ ରୂପ ରେ ଏକ ରାଲି ବାହାରି ଅର୍ଣ୍ଣପୂର୍ଣ୍ଣା ମାର୍କେଟ, ବଡ ବଜାର, ଆସ୍କା ରୋଡ, ଗେଟ୍ ବଜାର ଓ ସହର ର୍ ବିଭିନ୍ନ ସ୍ଥାନରେ ବୁଲି ଦୋକାନ ବଜାର ବନ୍ଦ କରିଥିଲେ। ଏହି ରାଲିରେ ବହୁ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ।